Photo For The News Of Kadabarang Bjd

କାଦବରାଙ୍ଗରେ ବିଜେଡ଼ିର ଜୋରଦାର ପ୍ରଚାର

Politics State

ଆଗରପଡ଼ା :ଆଗରପଡ଼ା ୧୫ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ କାଦବରାଙ୍ଗ ପଂଚାୟତରେ ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ, ଯୁବନେତା ବିଷ୍ଣୁ ଦାସ ପ୍ରମୁଖଙ୍କ ନେତୃତ୍ୱରେ ବିଜେଡ଼ି ପକ୍ଷରୁ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରାଯାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷିରେ ସୋମବାର ବନ୍ତଳା ଗ୍ରାମର ପ୍ରତି ଘରକୁ ଯାଇ ଊପରୋକ୍ତ ନେତୃତ୍ୱ ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ଓ ଉଦ୍ରକ ସାଂସଦ ପ୍ରାର୍ôଥନୀ ମଂଜୁଲତା ମଣ୍ଡଳଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।