Fsdr

ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା, ଜୀବନଜ୍ୟୋତି ରାଜ୍ୟରେ ୬ଷ୍ଠ

State

ଆଗରପଡ଼ା :ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ମ ଶ୍ରେଣୀ ଛାତ୍ର ଜୀବନଜ୍ୟୋତି ଜେନା ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭାରେ ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରି ଶିଶୁ ମନ୍ଦିରକୁ ଗୌରବାନ୍ୱିତ କରିଛନ୍ତି । ଏହାଛଡ଼ା ସେ ପ୍ରାଦେଶିକା ମେଧା ପରୀକ୍ଷାରେ ୨ଶହନମ୍ବରରୁ ୧୮୪ନମ୍ବର ରଖି ରାଜ୍ୟରେ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେ ଅମୀୟ ଜେନାଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ଗୁରୁଜୀ,ଗୁରୁମାଙ୍କ ସମେତ ବନ୍ତବ୍ଳକ ପ୍ରାକ୍ତନ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା,ଜାତୀୟ ସ୍ୱାସ୍ଥ୍ୟ ମିଶନ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନ୍ମେଜୟ ଜେନା ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।