Photo For The News Of Satsang

ଭ୍ରାମ୍ୟମାଣ ସତ୍‌ସଙ୍ଗ

State

ଆଗରପଡ଼ା :ଚରମ୍ପା ନିକଟସ୍ଥ ଥୋର୍ଦା ଗ୍ରାମ ମହାଦେବ ମନ୍ଦିର ପଡ଼ିଆରେ ଭଦ୍ରକ ସାରଥୀ ପରିବାର ତରଫରୁ ସାରଥି ଦେବଙ୍କ ଏକ ଦିବ୍ୟ ଭ୍ରାମ୍ୟମାଣ ସତ୍‌ସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର, ଭଦ୍ରକ, ବନ୍ତ, କେନ୍ଦୁଆପଦା, ଭଣ୍ଡାରିପୋଖରୀ, କାଉପୁର, ଚରମ୍ପା, ତିହିଡ଼ି, ବାସୁଦେବପୁର, ଆଗରପଡ଼ା ଏବଂ ଆନନ୍ଦପୁର ସମେତ ବହୁ ସ୍ଥାନରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ସାରଥୀ କଥା ଅମୃତ ଶୁଣିଥିଲେ । ଦିବ୍ୟ ଆଳତି ପରେ ପ୍ରସାଦ ସେବନ କରି ଉକ୍ତ ଗଣ ପ୍ରତ୍ୟାବର୍ତ୍ତନ କରିଥିଲେ ।