Enforcement 1

ଏନଫୋର୍ସମେଣ୍ଟ ଏଜେନ୍ସି ର ଗୁରୁତ୍ବପୂର୍ଣ୍ଣ ବୈଠକ

State

ଭୁବନେଶ୍ୱର: ସାଧାରଣ ନିର୍ବାଚନ ନେଇ ଏନଫୋର୍ସମେଣ୍ଟ ଏଜେନ୍ ସିର ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହିମାନୀ କାଶ୍ୟପଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ ।