Palada Panchayat Re Sachetanata

ପାଳଦା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ପାଳଦା ପଂଚାୟତର ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସଙ୍କ ସଭାପତିତ୍ୱରେ ସରପଂଚ ଚିନ୍ମୟୀ ବେହେରା,ସମିତି ସଭ୍ୟା ସୌଭାଗ୍ୟଲକ୍ଷ୍ମୀ ମଲିକ, କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନୃସିଂହ ମୁଦୁଲି, ବରିଷ୍ଠ ବିଜେଡି ନେତା ରମେଶ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ସମିତି ସଭ୍ୟ ବିଶ୍ୱେନ୍ଦୁ ମହାରଣା,ରଞ୍ଜନ ବେହେରା,ବିଶ୍ୱଭୂଷଣ ନାୟକ,ଦୀପାଞ୍ଜଳୀ ଦାସ, ମୋନାଲିସା ମଳିକ,ନନ୍ଦିନୀ ନାୟକ, ସୁପରଭାଇଜର ହେମାଙ୍ଗିନୀ ନାୟକ, ଗୀତା ମାନ୍ତି, ପିଇଓ ଝିଲି ବେହେରା,ତାରାକାନ୍ତ ମଲିକ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କର ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ସହିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପଂଚାୟତରେ ହୋଇଥିବା ପ୍ରକଳ୍ପ ଗୁଡିକର ନାମ ଘୋଷଣା କରିଥିଲେ । ଏହି ଅବସରରେ ପଂଚାୟତ ସ୍ତରୀୟ ବୟଜ୍ୟେଷ୍ଠ ନେତୃମଣ୍ଡଳୀ ଏବଂ ସ୍କୁଲ ଛାତ୍ର ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା ।