Onn 3

କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ

Crime State

 

sambalpur-4

ସମ୍ବଲପୁର : କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ । ଗତ ୨୫ ତାରିଖରେ ହୀରାକୁଦ ଡ୍ୟାମ ରାସ୍ତାରେ ଡ୍ୟୁଟି କରୁଥିଲେ ଜଣେ କନେଷ୍ଟବଳ। ଏହି ସମୟରେ କିଛି ଯୁବକ ଡ୍ୟାମ ବୁଲିବାକୁ ଆସିଥିଲେ । ସେହିଦିନ ହୀରାକୁଦ ଅଶୋକ ନିବାସରେ ରାଜ୍ୟପାଳ ରହିଥିବାରୁ କାହାକୁ ଉପରକୁ ଛଡାଯାଉନଥିଲା । କନେଷ୍ଟବଳ ଜଣକ ଯୁବକଙ୍କ ମନା କରିବାରୁ ସେମାନେ ମାଡ ମାରି ଫେରାର ହୋଇଯାଇଥିଲେ।