Onn 3

ବେବିରାଣୀ ଓ ପାଙ୍ଗିଲା ଚମ୍ପିୟନ

sports State

ଆଗରପଡ଼ା:ଜିଲ୍ଲାର ପ୍ରମୁଖ ତଥା ପୁରାତନ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ଚଳିତବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବରେ ବରିଷ୍ଠ ବିଭାଗରେ ଦଶମ ଶ୍ରେଣୀ ଛାତ୍ରୀ ବେବିରାଣୀ ଯେନା ଓ କନିଷ୍ଠ ବିଭାଗରେ ଅଷ୍ଟମଶ୍ରେଣୀ ଉାତ୍ରୀ ପାଙ୍ଗିଲା ପୂର୍ତ୍ତି ଚମ୍ପିୟାନ ହୋଇଛନ୍ତି । ଉଭୟଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ,ମାନପତ୍ର ସହ ସିଲଡ଼ ପ୍ରଦାନ କରାଯାଇଥିଲା ।

Photo1 For The News Of Winner In Sports

ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀ, ଅଜିତ ରାଉଳ, ଭୀମସେନ ପାଳ, ପ୍ରମୋଦିନୀ ସାହୁ, ବନଜିନୀ ନାୟକ, ରଂଜିତା ସିଅଳ, ସାବିତ୍ରୀ ଦାଶ, ଭାଗ୍ୟଶ୍ରୀ ପଣ୍ଡା, ବିଦ୍ୟୁତଲତା ଦାସ, ଷ୍ଟାଲିନ ପାଣିଗ୍ରାହ ଏବଂ ବଳରାମ ସେଠୀ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଦୁଇ ଚମ୍ପିୟାନ ଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।