Onn 3

ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ

Religion and Cult

ବାରିପଦା: ମୟୂରଭଞ୍ଜ ଜିଲ୍ଲାଶିକ୍ଷା କାଯ୍ୟାଳୟ ତରଫରୁ ମହାରାଜା କୃଷ୍ନଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଙ୍କ ସଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମକେସି ହାଇସ୍ଲୁଲ ର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ର ଜିଲ୍ଲା ଶିକ୍ଷା ଅଧକାରୀ ନିତ୍ୟାନନ୍ଦ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ରତିକ ସମୟରେ ବିଜ୍ଞାନଭିତ୍ତିକ ନାଟକର ଉପଯୋଗିତା ସମର୍କରେ ଆଲକପାତ କରିଥିଲେ । ତ୍ପର୍ବତନ ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର ଓ ଜଗନ୍ନାଥ ସାହୁ କାର୍ଯ୍ୟକ୍ରମ ପରିଚନୋ କରିଥିବା ବେଳେ ଶିକ୍ଷକ ଡ. ଶଶୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲୋ

ବିଚାରକ ଭାବେ ନାଟ୍ୟକର ପରେଶ ସାହୁ ଓ ଅନ୍ନଦା ଶଙ୍କର ଦାଶ ଯୋଗ ଦେଇଥିଲେ । ଶିକ୍ଷକ ସଞ୍ଜୀବ କୁମାର ଦଳେଇ, ରାଜୀବ ଲୋଚନ ଜେନା, ଶିକ୍ଷୟିତ୍ରୀ ପ୍ରାର୍ଥନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମିଲେଟସ୍ : ସବୋତ୍ତମ ଖାଦ୍ୟ, ଖାଦ୍ୟ ନିରାପତ୍ତା ଦେନନ୍ଦିନ ଜୀବନରେ ଆଧୁନିକ ବୌଷୟିକ ବିଜ୍ଞାନ, ଚିକିସା କ୍ଷେତ୍ରରେ ଆଧୁନିକର ଜ୍ଞାନ କୌଶଲର ପ୍ରୟାଗ, ସମାଜରେ ଅନ୍ଧବିଶ୍ୱାସ ବିଷୟ ବସ୍ତୁଭାବେ ଛାତ୍ରଛାତ୍ରୀ ମାନେ ନାଟକ ପ୍ରଦର୍ଶନ କରିଥଲେ । ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ମହାରାଜା କୃଷ୍ନଚନ୍ଦ୍ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଦ୍ୱିତୀୟ ଓ କମଳା ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସାନ ଅଧିକାରୀ କରିଥଲେ ସୂଚନାଯୋଗୀ ଶ୍ରେଷ୍ଠ ବିବେଚିତ ପ୍ରଥମ ଦଳ ଆଗାମୀ ୧୮ ତାରିଖ କେନ୍ଦୁଝର ସିତ ଡି.ଏନ. ସରକାରୀ ଉଚ୍ଚ ବିଦ୍ୟାଳୟ ଜୋନତ୍ତା ସ୍ତରୀୟ ବିଜ୍ଞାନ ଡ୍ରମା ପ୍ରତିଯୋଗିତା ରେ ଅଶଗ୍ରହଣ କରିବ । କୃତ ଦଳ କୁ ଉଦଯାପତୀ ସମାରୋହରେ ପୁରସ୍କୃତ ।