Onn 3

ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ୱେବସାଇଟରେ ଉପଲବ୍ଧ

State

ଭୁବନେଶ୍ୱର: ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। www.bseodisha.ac.in ୱେବସାଇଟରେ ହେଉଛି ଉପଲବ୍ଧ। ପରୀକ୍ଷାର୍ଥୀ ନିଜର ରୋଲ ନମ୍ବର ଓ ମୋବାଇଲ ନମ୍ବର ଦେଇ ଡ଼ାଉନଲୋଡ଼ କରି ପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା।

ଗତ ଜୁଲାଇ ୧ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର ଦୁଇଟା ଯାକ ପେପର୍‌ ପାଇଁ ପରୀକ୍ଷା ହୋଇଥିଲା । ରାଜ୍ୟର ୩୦୭ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୬୦ ହଜାର ଆଶାୟୀ ଶିକ୍ଷକ ଏହି ପରୀକ୍ଷା ଦେଇଥିଲେ।