Onn 3

ସିଆରସିସି ସମ୍ବର୍ଦ୍ଧିତ

State

ଆଗରପଡ଼ା:ବନ୍ତ ଗୋଷ୍ଠି ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟରେ ନୂତନ ଭାବେ ଯୋଗଦେଇଥିବା ସିଆରସିସି ନିରଜଂନ ଖିଲାରଙ୍କୁ ଧାନଘର ଏକାଦଶୀ ମ.ଇ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ଉତ୍ସବରେ ପ୍ରଧାନଣିକ୍ଷକ ଜଗନ୍ନାଥ ମଲ୍ଲିକ,ଶିକ୍ଷକ ନେତା ପ୍ରଣୟ ସିଂହ,ଶିକ୍ଷକ ଅନାଥ ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀ ଖିଲାରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।