Onn 3

ଶତାୟୁ ପୁରୁଷଙ୍କ ପରଲୋକ

State

ଆଗରପଡ଼ା:ଚାରିଗାଁ ଗ୍ରାମର ଜୟକୃଷ୍ଣ ସାହୁଙ୍କର ୧୦୨ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ମେଳାପୀ ଧରଣର ବ୍ୟକ୍ତିଥିଲେ ।

ପରଲୋକ ବେଳକୁ ଦୁଇ ପୁଅ, ତିନି ଝିଅଙ୍କ ସମେତ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ବଡ଼ପୁଅ ଯୁଧିଷ୍ଠିର ମୁଖାଗ୍ନି ଦେଇଥିଲେ ।