Onn 3

ଚାରି ଗାଈ ଜିବନ୍ତ ଦଗ୍ଧ

State

ଆଗରପଡ଼ା:ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ମଳିକସାହିର ମନମୋହନ ମଳିକଙ୍କ ଦୁଇ ବଖରା ଘର ଅଗ୍ନିକାଣ୍ଡରେ ପୋଡ଼ଇ ପାଉଁଶ ହୋଇଯାଇଛି । ଘର ନିକଟରେ ବନ୍ଧା ଯାଇଥିବା ଗାଈ ଗୁଡ଼ିକୁ କେହି ଫିଟାଇ ପାରି ନଥିଲେ ଯଦ୍ୱାରା ୪ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାଦେ ଦାବୀ କରିଛନ୍ତି ।