Onn 3

ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା

Crime State

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା । ଓକିଲ ଜରିଆରେ ହାଜର ଆବେଦନକୁ ଖାରଜ କଲେ ହାଇକୋର୍ଟ । ଆବେଦନ ଖାରଜ ସହ ସିବିଆଇ କୋର୍ଟରେ ହାଜର ହେବାକୁ ନିଷ୍ପତ୍ତି ।

ସିବିଆଇ କୋର୍ଟ ସମନ ସତ୍ତ୍ୱେ ହାଜର ହେଉନଥିାଲ ଶ୍ରଦ୍ଧାଞ୍ଜଳି । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନବିଡବ୍ଲୁ ଜାରି ରହିଛି ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଲ କରିଥିଲେ ଶ୍ରଦ୍ଧାଞ୍ଚଳି । ତଳକୋର୍ଟ ଆବେଦନ ଖାରଜ କରିବାରୁ ହାଇକୋର୍ଟ ଯାଇଥିଲେ ।