Onn 3

ଯୁକ୍ତ ଦୁଇ ଉତ୍ତର ଓଡିଶା ଜୋନରେ ତତ୍‌କ୍ଷଣାତ ପରୀକ୍ଷା ଦେବେ ମୋଟ ୧୩୦ ଜଣ ଛାତ୍ରଛାତ୍ରୀ

State

ବାରିପଦା(୧୩/୭) :  ଓଡିଶା ଉଛ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ-୨୦୨୩ ର ଉତ୍ତର ଓଡିଶା ଜୋନ ରେ ଯୁକ୍ତ ଦୁଇ ର କଳା , ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ତତ୍‌କ୍ଷଣାତ ଭାବେ ପରୀକ୍ଷା ଦେବେ ମୋଟ ୧୩୦ ଜଣ ଛାତ୍ର ଛାତ୍ରୀ । ସେଥି ମଧ୍ୟରୁ ମୟୁରଭଞ ଜିଲାରେ କଳା ରେ ୨୮ ଜଣ , ବିଜ୍ଞାନ ରେ ୧୭ ଏବଂ ବାଣିଜ୍ୟରେ ୩ ଜଣ , ବାଲେଶ୍ୱର ଜିଲରେ କଳାରେ ୧୫ ଜଣ , ବିଜ୍ଞାନରେ ୧୦ ଏବଂ ବାଣିଜ୍ୟରେ ୭ ଜଣ , ଭଦ୍ରକ ଜିଲାରେ କଳାରେ ୧୧ ଜଣ , ବିଜ୍ଞାନରେ ୪ ଏବଂ ବାଣିଜ୍ୟରେ ୫ ଜଣ ଏବଂ କେନ୍ଦୁଝର ଜିଲାରେ କଳାରେ ୮ ଜଣ , ବିଜ୍ଞାନରେ ୫ ଏବଂ ବାଣିଜ୍ୟରେ ୭ ଜଣ ପରୀକ୍ଷା ଦେବେ ।

ସେହିପରି ଭକେସନାଲ ରେ ମୟୁରଭଞ ଜିଲାରେ ୨ ଜଣ , ବାଲେଶ୍ୱର ଜିଲାରେ ୫ ଜଣ ଏବଂ ଭଦ୍ରକ ଜିଲାରେ ୩ ଜଣ ପରୀକ୍ଷା ଦେବେ ବୋଲି ଉତ୍ତର ଓଡିଶା ଜୋନର ଡେପୁଟି ସେକ୍ରେଟେରୀ ଡଃ ଜୟଦେବ ପାରମାଣିକ ସୂଚନେ ଦେଇଛନ୍ତି ।