Onn 3

ରଥଯାତ୍ରା କମିଟି ପକ୍ଷରୁ ଶ୍ରୀ ଜଗନ୍ନାଥ ଙ୍କ ଶୁଖିଲା ଭୋଗ ବିକ୍ରି

State
ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗୁଣ୍ଡିଚା ବାଡି ଠାରେ ରଥଯାତ୍ରା କମିଟି ପକ୍ଷରୁ ଶୁଖିଲା ଭୋଗ ବିକ୍ରି ଆରମ୍ଭ ହୋଇଛି। ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ କରିବା ସହ  ଶୁଖିଲା ଭୋଗ କ୍ରୟ କରୁଥିବା ର ଦେଖିବା ର ମିଳିଛି।ପୁର ପଲ୍ଲୀ ରୁ ଭକ୍ତ ଠାକୂର ଦର୍ଶନ କରିବ। ସହ ନଡ଼ିଆ କଦଳୀ ପୂଜାର୍ଚ୍ଚନା କରିବା ସହିତ ଶୁଖିଲା ଭୋଗ କ୍ରୟ କରିଥାନ୍ତି।