Onn 3

ଶ୍ରୀ ଶ୍ରୀ ଶ୍ରୀ ମାଁ ନୀଲାମାଣି ଦୂର୍ଗା ମନ୍ଦିର ପ୍ରତିଷ୍ଟା ଉତ୍ସବ

State

ଗଜପତି: ଆଜି କାଶିନଗର ବ୍ଲକର ଖାଣ୍ଡବା ଗ୍ରାମ ପାଞ୍ଚୟତ ପୁର୍ତିଗୁଡା ଗ୍ରାମରେ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ମାଁ ନୀଲାମାଣି ଦୂର୍ଗା ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେବା ଅବସରରେ ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡଃ. ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି . ତିରୁପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା, କାଶିନଗର ବ୍ଲକ ବିଜେଡ଼ି ସଭାପତି ଶ୍ରୀ ଅଖିଳ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଆର. ରାଜଲକ୍ଷ୍ମୀ, ଯୁବ ନେତା ଜି. ବିଜୟ କୁମାର, ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ନେତା ପ୍ରମୁଖ ଯୋଗଦେଇଥିଲେ।