ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା
ଆଗରପଡ଼ା: ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତ ତୋଟାସାହୀ ଅନ୍ତର୍ଗତ ଠାକୁରଗଡ଼ିଆ ଗ୍ରାମକୁ ନିର୍ମିତ କଂକ୍ରିଟ ରାସ୍ତା ମରାମତି ଅଭାବରୁ ନଷ୍ଟ ହୋଇଯାଇଥିବାରୁ ଏହା ଗମନାଗମନରେ ଘୋର ସମସ୍ୟା ସୃଷ୍ଟି କରିଛି । ଉକ୍ତ ରାସ୍ତା ଦେଇ ପ୍ରତିଦିନ କୁନିକୁନି ପିଲା ଅଙ୍ଗନବାଡ଼ି ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଏବଂ କଲେଜକୁ ଅଧ୍ୟୟନ ପାଇଁ ଯାଆଆସ କରିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । ରାତ୍ରୀ ସମୟରେ ଏହି ରାସ୍ତା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି […]
Read More Text.