Onn 3

ମତ୍ସ୍ୟ ଓ କଛପ ଅବତାରରେ ଦର୍ଶନ ଦେଲେ ଠାକୁର

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଗୁଣ୍ଡିଚା ବାଡ଼ି ଠାରେ ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ମତ୍ସ୍ୟ ଓ କଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଠାକୁରଙ୍କ ଏହି ଅବତାର ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତ ମାନେ ନଡ଼ିଆ କଦଳୀ, ଫୁଲ ଦୀପ ଧରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ପାଗ ଅନୁକୂଳ ହୋଇ ଥିବାରୁ ଆଖ ପାଖର […]

Read More Text.
Onn 3

ବଡଦାଣ୍ଡ ହେଲା ଭକ୍ତିମୟ-ମାଉସୀ ମା ମନ୍ଦିର ସମ୍ମୁଖରେ ତିନି ଠାକୁର

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ଥିଲା ରଥଟଣାର ଦ୍ୱିତୀୟ ଦିନ । ଆଜିକାର ପାଗଥିଲା ବେଶ ଅନୁକୂଳ । ଅପରାହ୍ନରେ ଅସରାଏ ବର୍ଷାପରେ ରଥଟଣା ସମୟରେ ଆକାଶଥିଲା ମେଘାଛନ୍ନ । ଭକ୍ତ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିଲେ କାଳିଆ ଠାକୁର ଙ୍କ ରଥ ଟାଣିବାକୁ । ବଡଦାଣ୍ଡ ହୋଇଥିଲା ଲୋକାରଣ୍ୟ । ଗତକାଲି ପ୍ରଥମ ଦିନରେ ବଡଠାକୁର ପ୍ରଭୁ ବଳଭଦ୍ର ଙ୍କ ରଥ ଆସି ପହଞ୍ଚିଥିଲା ମାଉସୀ ମାମନ୍ଦିର […]

Read More Text.
Onn 3

ଶ୍ରୀଜିଉଙ୍କ ଆଡ଼ପ ବିଜେ

ପୁରୀ: ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ […]

Read More Text.
Onn 3

ପାରଳାଖେମୁଣ୍ଡି ରେ ରଥଯାତ୍ରା ମହାସମାରୋହ ରେ ପାଳିତ

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ଵଜ , ଦର୍ପଦଳନ, ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତରା ଅବସରରେ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା […]

Read More Text.
Onn 3

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଗଡିଲା ରଥ

ମାଉସୀ ମା ମନ୍ଦୀରରେ ବଡ ଠାକୁର , ବଡଦାଣ୍ଡ ନାଭିକେନ୍ଦ୍ରରେ ଅଟକିଲେ ମା ସୁଭଦ୍ରା ରଥ ଖଳାରେ ମହାପ୍ରଭୁ ଜଗନ୍ନାଥ, ମହିଳା ଟାଣିଲେ ସୁଭଦ୍ରା ଙ୍କ ରଥ ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ବଡ ଦାଣ୍ଡରେ ଗଡିଲା ରଥ ଚକ । ଆଜିକାର ପାଗଥିଲା ବେଶ ଅନୁକୂଳ । ଆକାଶ ଥିଲା ସାମାନ୍ୟ ମେଘାଛନ୍ନ । ବୋହୁଥିଲା ସୁଲୁସୁଲିଆ ଥଣ୍ଡା ପବନ । ଭକ୍ତ ଉକ୍ରଣ୍ଠାର ସହିତ ଅପେକ୍ଷା […]

Read More Text.
Onn 3

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଜପତି: ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ତାରିଖ ତଥା ପବିତ୍ର ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ସନ୍ଧ୍ୟା ୭ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ପରିବେଷଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ସନ୍ଧ୍ୟାରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି […]

Read More Text.
Onn 3

ସକାଳୁ ଖାଡ଼ା ଉପାସ ରହିଛନ୍ତି ମହାପ୍ରଭୁ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥା ରୁଢ଼ ଠାକୁରଙ୍କ ନୀତି କରିବାରେ ଚାଲିଛି ମନମାନି। ସକାଳୁ ଏଯାଏଁ ଖାଡ଼ା ଉପାସ ଚତୁର୍ଦ୍ଧାମୂର୍ତ୍ତି। ପୁଲିସ ବିଭାଗ ଓ ଏହାର ଅଧିକାରୀଙ୍କ ମନମାନି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟାରୁ ୧୧ଟା ଭିତରେ ସକାଳ ଭୋଗ ବା ବଲ୍ଲଭ ଭୋଗ ଠାକୁରଙ୍କ ପାଖରେ ହେବା କଥା। ହେଲେ ତାହା ହୋଇପାରିନି। ସୂଚନା ମୁତାବକ, ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀବଳଭଦ୍ରଙ୍କର ଓ ବାଟରେ ଅଟକି ରହିଥିବା ରଥାରୁଢ଼ […]

Read More Text.
Onn 3

ଶରଧାବାଲିରେ ତିନି ରଥ: ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ

ପୁରୀ: ଅବଶେଷରେ ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ମଙ୍ଗଳବାର ଅପରାହ୍‌ଣ ୩ଟା ୪ ମିନିଟରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଏବେ ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ […]

Read More Text.
Onn 3

କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀଉଙ୍କ ରଥ

କେନ୍ଦୁଝର: କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀୟୁଙ୍କର ବିଶ୍ଵର ସର୍ବ ବୃହତ ରଥ। କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଛି। ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରୁ ବଡ଼ ଠାକୁର ବଳଭଦ୍ର, ଦେବୀ ଶୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରି ପଟେ ତିନି ଥର ପରିକ୍ରମା କରିବା ପରେ ୪ଟା ସମୟରେ ରଥାରୁଢ଼ ହୋଇଥିଲେ । କେନ୍ଦୁଝରର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା […]

Read More Text.
Onn 3

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ପରେ ରଥାରୂଢ ହେଲେ ଚତୁର୍ଦ୍ଧା ମୂର୍ତ୍ତି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତିଲାଭ କରିଥିବା ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେ ବାରିପଦା ର ପବିତ୍ର ଘୋଷଯାତ୍ରା ଆରମ୍ଭ ହୋଇଯାଇଅଛି । ଆଜି ତିନି ଦିଅଁ ଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପହଣ୍ଡିବିଜେ କରାଯାଇ ରଥାରୂଢ କରାଯାଇଅଛି । ଆଜି ମଙ୍ଗଳବାର ସକାଳ ସମୟରେ ମହାପ୍ରଭୁ ମାନଙ୍କ ନିକଟରେ ମଙ୍ଗଳ ଆରତୀ , ମହାସ୍ନାନ , ଅବକାଶ ନିତି , କଳସ ଓ ରଥ ପ୍ରତିଷ୍ଠାପରେ ଦିବା ୧୦ .୩୦ ରୁ ୧୧. ୩୦ […]

Read More Text.