ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ
ବାରିପଦା: ପରମ ଶାସ୍ତ୍ର ଭାଗବତ ,ଅଭ୍ୟାସ କରୁଥିବା ନିତ୍ୟ । ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,ପଦରୁ ଗଳୁଛି ମକରନ୍ଦ । ଯେ ମକରନ୍ଦ ପାନ କରି,ହେଲେ ତରିଲେ ବ୍ରଜନାରୀ। ସେ ବ୍ରଜନାରୀ ଙ୍କ ପୟରେ,ଚିତ୍ତ ମୋ ରହୁ ନିରନ୍ତରେ । ଚିତ୍ତ ମୋ ନିରନ୍ତରେ ରହୁ,ହା କୃଷ୍ଣ ବୋଲି ଜୀବ ଯାଉ । ହା କୃଷ୍ଣ ବୋଲି ଯାଉ ଜୀବ ,ମୋତେ ଉଦ୍ଧାର ବାସୁଦେବ। ଭାଗବତ ଜନ୍ମ ଅବସରରେ କୁଚେଇବୁଢି ଗ୍ରାମସ୍ଥ ଵାମନଘାଟୀ ବ୍ରାହ୍ମଣ ମହାସଭା ଗୃହରେ ଵାମନଘାଟୀ […]
Read More Text.