Onn 3

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

  ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ଆଜି ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ […]

Read More Text.
Onn 3

କୁଚେଇଵୁଢୀ ଗ୍ରାମରେ ମା’ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବାରିପଦା: ଦିର୍ଘ ୪୦ ବର୍ଷ ପୂର୍ବରୁ ଗ୍ରାମବାସୀମାନେ ସମାଜରେ କେହି ଗରିବ ନ ରୁହନ୍ତୁ ,ସମସ୍ତଙ୍କ ଘରେ ଧନଧାନ୍ୟରେ ଭରପୂର ରହୁ,କେହି ଅସୁବିଧାରେ ନ ରୁହନ୍ତୁ , ସମସ୍ତଙ୍କ ସ୍ବାସ୍ଥ୍ୟ ଭଲରହୁ,ସମାଜରେ ସମସ୍ତଙ୍କର ମଙ୍ଗଳ ହେଉ ନେଇ ଜଗତ କଲ୍ୟାଣୀ,ମଙ୍ଗଳମୟୀ, ପ୍ରେମମୟୀ,ଧନଦାତ୍ରୀ ମା’ଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ ।ଜାଗା ଖଣ୍ଡିଏ ନ ଥିଲା ଜଣଙ୍କ ଘରୋଇ ଜାଗାରେ ପ୍ରତିବର୍ଷ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଥିଲେ ।ଧୀରେ ଧୀରେ ମନ୍ଦିର କମିଟିର ଉଦ୍ୟମକ୍ରମେ ଗ୍ରାମବାସୀ , […]

Read More Text.
Onn 3

ବାସିଙ୍ଗୀ ପ୍ରସିଦ୍ଧ ମା’ ମାନସାଙ୍କ ପୀଠରେ ଯଜ୍ଞ ସମାରୋହ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ବାସିଙ୍ଗୀ ପ୍ରସିଦ୍ଧ ମା’ ମାନସାଙ୍କ ପୀଠରେ ତ୍ରିଦିବସୀୟ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବାସିଙ୍ଗୀ ଗ୍ରାମର ଧର୍ମପ୍ରାଣ ସ୍ବର୍ଗତ ଡମନ ଚରଣ ମହାନ୍ତ ଏବଂ ତାଙ୍କ ପତ୍ନୀ ସରସ୍ବତୀ ମହାନ୍ତଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ ହେଲେ ମନ୍ଦିର ଟିଏ ହୋଇ ପାରି ନ ଥିଲା ।ବାପା ମା’ ଙ୍କ ମନରେ ସ୍ବପ୍ନ ଥିବା ମା’ ମାନସାଙ୍କ ମନ୍ଦିର ନିର୍ମାଣ ପାଇଁ ତାଙ୍କର ୩ ସୁପୁତ୍ର ମହେନ୍ଦ୍ର ନାଥ ମହାନ୍ତ, […]

Read More Text.
Onn 3

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ, ଆଜି କଂସ ବଦ୍ଧ ନୀତି

  ପୁରୀ : ଆଜି ଶ୍ରୀମନ୍ଦିରରେ କଂସ ବଦ୍ଧ ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ। ଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ […]

Read More Text.
Onn 3

ଆଜି ପବିତ୍ର ରାଧାଷ୍ଟମୀ

ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି। ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ। ଏଥିରେ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା […]

Read More Text.
Onn 3

ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

  ସମ୍ବଲପୁର : ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆ ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂତନ ସରିଆ ଧାନରେ ତିଆରି ବ୍ୟଞ୍ଜନ । ଏହାପରେ ପଶ୍ଚିମ ଓଡ଼ିଶାବାସୀ ଏକାଠି ନୂଆ ଖାଇବେ । ନୂଆ ଖାଇବା ପରେ ଜମିଥାଏ ଜୁହାର ଓ ଭେଟଘାଟ । ଗୁରୁଜନଙ୍କୁ ଜୁହାର କରି ଘରର ଛୋଟମାନେ […]

Read More Text.
Onn 3

ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ : ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା

  ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ର ଲୋକପର୍ବ ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ନୂଆଁ ନୂଆଁରେ ପାଳନ ହେବ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବ  ।  ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଏବଂ ଘରେ ଘରେ ଜମୁଛି ପିଠାପଣାର ଆସର । କେବଳ ନୂଆଁ ଧାନ ନୁହେଁ , […]

Read More Text.
Onn 3

ଗଜାନନ ପୂଜା ପାଳିତ

ଆଗରପଡ଼ା: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆଗରପଡ଼ା ସ୍ଥିତ କଳିଙ୍ଗ କମ୍ପ୍ୟୁଟର୍ସ ପକ୍ଷରୁ ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଆକର୍ଷଣୀୟ ଆଲୋକମାଳା ସାଜ୍ଜସଜ୍ଜା ସହ ମୃଣ୍ମୟ ମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ଅନୁରୂପ ଭାବେ ଆଗରପଡ଼ା କଲେଜ, ହାଇସ୍କୁଲ, ବି.ପି. ମେମୋରିଆଲ ଇଂଲିଶ ମିଡ଼ିଅମ ସ୍କୁଲ, ଶିଶୁ ମନ୍ଦିର, ଜାଭିୟର ସ୍କୁଲ, ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ଆଡ଼ିଆ ସ୍ଥିତ ଆରଡ଼େଶ୍ୱର ହାଇସ୍କୁଲ, ବିଗ୍ରେଡ଼ିଅର ସ୍କୁଲ, କାଦବରାଙ୍ଗ ସ୍ଥିତ କାଦବରାଙ୍ଗ ହାଇସ୍କୁଲ, ଶେଉଳଗଡ଼ିଆ, […]

Read More Text.
Onn 3

ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି

ସମ୍ବଲପୁର : ଦିନଟିଏ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଫଳରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ନୂଆଁଖାଇ ପରଦିନ ଅର୍ଥାତ୍ ୨୧ ତାରିଖକୁ ଆରଡିସି ଛୁଟି ଘୋଷଣା କରିଛନ୍ତି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ଏହି ଘୋଷଣା କରିଛନ୍ତି । ସମ୍ବଲପୁର, ବରଗଡ ଜିଲ୍ଲା ସମେତ ସୁନ୍ଦରଗଡ ସଦର ସବ୍‌ଡିଭିଜନକୁ […]

Read More Text.
Onn 3

ରାମ ମନ୍ଦିରର ପ୍ରଥମ ଆଳତି ପାଇଁ ଯୋଧପୁରରୁ ଆସିବ ୬୦୦ କିଲୋ ଘିଅ

୨୦୨୪ ଜାନୁୟାରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବ। ମନ୍ଦିର ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ବିରାଜମାନ କରିବେ। ଏହି ଐତିହାସିକ ଉତ୍ସବରେ ଯୋଧପୁରର ମଧ୍ୟ ଖାସ୍‌ ଯୋଗଦାନ ରହିବ। ରାମ ମନ୍ଦିରରେ ହେବାକୁ ଥିବା ପ୍ରଥମ ଆଳତି ଏବଂ ମହାଯଜ୍ଞରେ ଯେଉଁ ଶୁଦ୍ଧ ଦେଶୀ ଘିଅ ବ୍ୟବହାର ହେବ, ତାହା ଯୋଧପୁରରୁ ଆସିବ। ଏହି ଶୁଦ୍ଧ ଦେଶୀ ଘିଅରେ ମନ୍ଦିରରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯିବ। ଏଥିପାଇଁ ୬ କ୍ୱିଣ୍ଟାଲ୍‌ ଘିଅ ଅଯୋଧ୍ୟା ପଠାଯିବ। ଖାସ୍‌ […]

Read More Text.