Onn 3

ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି ମହାନଗର

  କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଏବେ ଏହା ଜମି ଆସୁଛି। ଛତ୍ରବଜାର ମେଢ ଏବେ ସାହି ପରିକ୍ରମା କରୁଥିବାର ସୂଚନା ରହିଛି। ଅନ୍ୟ କେତେକ ମେଢକୁ ଏବେ ଭସାଣି […]

Read More Text.
Onn 3

ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

  ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ  । ସମସ୍ତଙ୍କ ମନରେ ଖଳିଯାଇଛି ଶୀହରଣ  ।  […]

Read More Text.
Onn 3

୨୭ବର୍ଷରେ ପାରାବନ୍ଧ ଦୁର୍ଗାପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଗରପଡ଼ା: ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳିତ ହେଉଛି । ରବିବାର ଅଷ୍ଟମୀ ପୂଜା ପାଳିତ ହେବା ସହ ପାଗ ଅନୁକୂଳ ଥିବାରୁ ବିଭିନ୍ନ ଦୁର୍ଗା ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହି ଅବସରରେ ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ପାରାବନ୍ଧ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ଚଳିତ ବର୍ଷ ଉକ୍ତ ଅଂଚଳରେ ମା’ଙ୍କ ପୂଜା ୨୭ ବର୍ଷରେ ପଦାର୍ପଣ କରିଅଛି । ସୂଚନା ଅନୁଯାୟୀ; ୨୬ ବର୍ଷ […]

Read More Text.
Onn 3

ପୁଣି ରକ୍ତ ରଞ୍ଜିତ ହେଲା ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା

କଳହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମାଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି ।  ମାନସିକଧାରୀ ଭକ୍ତମାନେ ମାଆଙ୍କ ନିକଯରେ କୁକୁଡା, ବୋଦା , ଛେଳି […]

Read More Text.
Onn 3

ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି  । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ  । ସମସ୍ତଙ୍କ […]

Read More Text.
Onn 3

ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

  ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଭାରତରୁ ୬ ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇଥିଲେ। ଗତ ୧୨ ତାରିଖରେ ବ୍ୟାଙ୍ଗକକ୍‌ ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୦ଟି ଦେଶରୁ ୬୦ ଜଣ ପ୍ରତିଯୋଗୀ ଭାଗ […]

Read More Text.
Onn 3

ସମୟର ତାଳେ ତାଳେ ଅଲୋଡ଼ା ପ୍ରାୟ ଯୋଡ଼ି-ମହୁରୀ

ଆଗରପଡ଼ା: ଆଧୁନିକ ଦୁନିଆର ଆଧୁନିକ ପରଂପରାକୁ ଆପଣେଇବା ଇଛାରେ ମନୁଷ୍ୟ କ୍ରମଶଃ ଭୂଲିବାକୁ ବସିଲାଣି ପୁରାତନ ପରମ୍ପରାକୁ । ଏହି ଭିତରେ ବହୁ ସମ୍ପ୍ରଦାୟ ପାସୋରିବାକୁ ବସିଲେଣି ନିଜ କୈାଳିକ ବୃତ୍ତିକୁ । ପୁରାତନ ଦୁନିଆରେ ପବିତ୍ର ତଥା ମଙ୍ଗଳ ବାଦ୍ୟଭାବେ ଓଡ଼ିଆ ଘରେ ପରିଚିତ ତଥା ବାହାଘର,ବ୍ରତ ଘର,ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀରେ “ଯୋଡ଼ି-ମହୁରୀ”ଆଦିର ବହୁଳ ଭାବରେ ଆବଶ୍ୟକତା ରହୁଥିଲା । ବିନା ଯୋଡ଼ି-ମହୁରୀ,ନାଗରା,ଢୋଲ ଆଦିରେ ଉପରୋକ୍ତ କାର୍ଯ୍ୟ ସଂପାଦନ କରିବା ସମ୍ଭବ ପର ହୋଉପାରୁନଥିଲା […]

Read More Text.
Onn 3

ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା

  କଟକ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେହିପରି ମା କଟକ ଚଣ୍ଡୀଙ୍କ ପୀଠ ସମେତ ପ୍ରତ୍ୟେକ ଶକ୍ତିପୀଠ ଗୁଡିକରେ ଚାଲିଛି ମା’ଙ୍କ ର ଷୋଡ଼ଶ ଦିନାତ୍ମକ ଷୋଡଶ ଉପଚାର ପୂଜା। ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ଷୋଡଶ ଉପଚାର ପୂଜାରେ ମା’ଙ୍କୁ ୧୬ଟି ବେଶରେ ସଜେଇ […]

Read More Text.
Onn 3

ପାର୍ବଣରେ CMC ଅଞ୍ଚଳରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  ଭୁବନେଶ୍ୱର : ଆଉ କିଛିଦିନ ପରେ କଟକ ବିଭିନ୍ନ ଗଳିକନ୍ଦିରେ ମା’ଙ୍କର ପୂଜାରେ ଝଲସି ଉଠିବ । ସତେ ଯେମିତି ରୌପ୍ୟ ନଗରୀ ନୂଆ ରୂପରେ ସଜେଇ ହେବ । ବର୍ଷର ଏଇ ଦିନଟିକୁ ଖୁସିର ସହିତ ଉପଭୋଗ କରିବା ପାଇଁ କଟକବାସୀ ବର୍ଷ ସାରା ଉତ୍ସୁକତାର ସହିତ ଦିନ ଗଣୁଥାନ୍ତି । ତେବେ ଅନେକ ସମୟରେ ପୂଜା ସମୟରେ ଗ୍ରାଉଣ୍ଡ ରେଣ୍ଟକୁ ନେଇ କିଛି ସମସ୍ୟା ଦେଖାଦେଇଥାଏ । ଚଳିତ ବର୍ଷ ପାର୍ବଣ ସମୟରେ କଟକ […]

Read More Text.
Onn 3

ଆଉ ଘୁରୁ ନାହିଁ କୁମ୍ଭାର ଚକ, ଦୁର୍ଦ୍ଦିନରେ କୁମ୍ଭକାରଙ୍କ କୁଳ ବେଉସା

ସମୟ ଚକ୍ରରେ ହଜିଗଲାଣି “ଉହା” ଆଗରପଡ଼ା: ବିଭିନ୍ନ ପର୍ବ ପର୍ବାଣୀ ଆସିଲେ ମାଟିର କାରିଗର ତଥା କୁମ୍ଭକାରମାନଙ୍କର ଦିନ ହଜିଯାଇଥାଏ । ସେମାନେ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ନିର୍ମାଣରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ଆଧୁନିକ ଯୁଗରେ ମାଟିରେ ତିଆରି ସାମଗ୍ରୀ ର ଚାହିଦା କମି ଯାଉଥିବାରୁ ରାଜ୍ୟରେ ମାଟି କାରିଗରୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି । ଫଳରେ କାରିଗରମାନଙ୍କର ସାମାଜିକ ଓ ଆର୍ôଥକ ଦୂରାବସ୍ଥା ବଢିବାରେ ଲାଗିଛି । ତେବେ […]

Read More Text.