ପାଳନ ହେଉନି ଡ୍ରଗ୍ସ ବିକ୍ରି ନିୟମ, ବେଆଇନ କଫ୍ସିରପ ବିକ୍ରି ଉପରେ ଲାଗୁନି ରୋକ୍
ଆଗରପଡ଼ା :ସହର ସମେତ ଗ୍ର।।ମାଂଚଳରେ ବେଆଇନ କଫ୍ସିରପ ବେଧଡ଼କ ଭାବେ ବିକ୍ରି ହେଉଛି । ଯାହା ଏବେ ମଦ ଭଳି ନିଶା ସାମଗ୍ରୀର ବିକଳ୍ପ ସାଜିଛି । ବିଭିନ୍ନ କମ୍ପାନୀର କଫସିରପ ଶସ୍ତାରେ ନିଶା ହେଉଥିବାରୁ ବହୁ ଯୁବପିଢି ଏହାକୁ ବହୁଳ ଭାବେ ସେବନ କରୁଛନ୍ତି । ନିୟମ ନ ଥିଲେ ସୁଦ୍ଧା ଏହି କଫ୍ସିରପ ମେଡ଼ିସିନ୍ ଦୋକାନରେ ମଧ୍ୟ ଅତି ସହଜରେ ମିଳିଯାଉଛି । ଡ୍ରଗ୍ସ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢଉ ନ ହେବାରୁ […]
Read More Text.