Puja Khedkar

IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର

ନୂଆଦିଲ୍ଲୀ : ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି। […]

Read More Text.
Mkg Congress Team At Motu 3 750x430

ପୋଲାଭରମ ପ୍ରକଳ୍ପ ବିବାଦ: ମୋଟୁ ଅଂଚଳ ଗସ୍ତ କଲେ କଂଗ୍ରେସ୍‌ର ଟିମ୍‌

ମାଲକାନଗିରି : ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଥିବା ବେଳେ ଏବେ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଛି। ଆଜି କଂଗ୍ରେସର ବିଧାୟକ ଦଳର ନେତା ପଟାଙ୍ଗି ବିଧାୟକ ରାମ କାଡାମଙ୍କ ନେତୃତ୍ବରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ ଆପାଲାସ୍ବାମୀ କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ […]

Read More Text.
7afaba82 C123 46dd Ab77 1745dc1e65cc

କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ସରକାର। ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ନିମନ୍ତ୍ରିତ ୧୦ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ […]

Read More Text.
Onn 3

କୁହୁଡ଼ି ହେଲା କାଳ; ପିଟାପିଟି ହେଲେ ୭ଟି ଗାଡ଼ି

  ଘନ କୁହୁଡ଼ି ହେଲା କାଳ। କୁହୁଡ଼ି ପାଇଁ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍‌ ପିଟି ହୋଇଥିଲା। ପରେ ଉକ୍ତ କାର୍‌ରେ ଆଉ ୪ଟି କାର୍‌ ପିଟି ହୋଇଥିଲେ। କିଛି ସମୟ ପରେ ଗୋଟିଏ ତେଲ ଟ୍ୟାଙ୍କର ଓ ବସ୍ ମଧ୍ୟ ଟ୍ରକ୍ ସହ ପିଟି ହୋଇଯାଇଥିଲେ । ଏହି ଦୁର୍ଘଟଣାରେ […]

Read More Text.
Onn 3

ଆଦିବାସୀ ଛାତ୍ରଛାତ୍ରୀଙ୍କ କ୍ରୀଡାର ବିକାଶ ପାଇଁ ଜାନୁଆରୀ ୨୪, ୨୫ରେ ମୟୂରଭଞ୍ଜ ରେ ଏସ୍ ଡି ସି କପ୍

ବାରିପଦା: ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ଆରମ୍ଭ ହେବାକୁ ଯାଉଛି ଜନଜାତି କ୍ରୀଡା ଉତ୍ସବ, ଆସନ୍ତା ଜାନୁଆରୀ ୨୪ ଏଵଂ ୨୫ ତାରିଖ ଦୁଇଦିନ ଧରି କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡରେ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ସ୍ୱତନ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ମାନେ କ୍ରୀଡା ଜଗତରେ ନିଜର ପ୍ରତିଭା ସଦା ସର୍ବଦା […]

Read More Text.
Jajk.webp.webp

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍

  ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବସରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବୁଥ, ପଂଚାୟତ ଓ ବ୍ଲକ ସ୍ତରରେ ଦଳ ଦୁର୍ବଳ।ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଜୟ କୁମାର। ଯେଉଁଠି ବ୍ଲକ ଓ ପଂଚାୟତ […]

Read More Text.
Tirtha Yatra

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଜାନୁଆରୀ ୪ରେ ଜିଲ୍ଲାପାଳ କରିବେ ଯାତ୍ରାର ଶୁଭାରମ୍ଭ; ବାରିପଦା ଷ୍ଟାଡିଅମରୁ ଯିବେ ପ୍ରଥମ ସତ୍ର ତୀର୍ଥଯାତ୍ରୀ ବାରିପଦା: ଆସନ୍ତା ୦୫ ତାରିଖରେ ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ତରଫରୁ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ଆଗାମୀ ୦୪ ତାରିଖ ଦିନ ଆରମ୍ଭ ହେବ ଏହି ତୀର୍ଥ ଯାତ୍ରୀ ମାନଙ୍କର ପ୍ରଥମ ସତ୍ର ଯାତ୍ରା। ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ […]

Read More Text.
Onn 3

ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାରିପଦା : ଆସନ୍ତା ୧୭ ତାରିଖରେ ପାଳିତ ହେବାକୁ ଥିବା ମୟୂରଭଂଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଜୟନ୍ତୀ ଉତ୍ସବକୁ ଧୁମ୍ ଧାମରେ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଉପସଭାପତି ଅର୍କିଟେକ୍ଟ ମନୋଜ କୁଅଁରଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକ ରେ ଚଳିତ ବର୍ଷ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ୧୫୩ ତମ ଜୟନ୍ତୀ କୁ ଶିଶୁ ଉଦ୍ୟାନ ର […]

Read More Text.
Onn 3

ବିଟିପୁର ଉପଡ଼ାକଘର ଚାଲିଛି ଭଡ଼ାଘରେ , କାଗଜ କଲମରେ ସୀମିତ ସ୍ଥାୟୀ ଗୃହ

ଆଗରପଡ଼ା:ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘର ବହୁ ପୁରାତନ । ମାତ୍ର ଏହି ପୁରାତନ ଡ଼ାକଘରଟି ଆଜି ଯାଏ ଭଡ଼ା ଗୃହରେ ଚାଲିଛି । ନିଜସ୍ୱ ଗୃହ ନଥିବାରୁ ଉକ୍ତ ଡ଼ାକଘର ବାରମ୍ବାର ବିଭିନ୍ନ ଭଡ଼ାଗୃହକୁ ସ୍ଥାନାନ୍ତର ହେଉଛି । ଦୋକାନ ଗୃହ ଉଦ୍ଦେଶ୍ୟରେ ନିର୍ମିତ ଭଡ଼ାଗୃହରେ ବର୍ତ୍ତମାନ ଡ଼ାକଘର ଚାଲିଛି । ଜକ୍ତ ସମସ୍ୟାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ […]

Read More Text.
Onn 3

ଆପ୍‌କୁ କଂଗ୍ରେସ ସମର୍ଥନ: ତଥାପି ଦିଲ୍ଲୀ ବିଲ୍‌କୁ ପାସ୍‌ କରାଇବାକୁ ସକ୍ଷମ ହେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ :  ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର ବିଲ୍‌ ଆଣିବେ। ଲୋକସଭାରେ ଏହି ବିଲ୍‌କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହଜରେ ପାରିତ କରାଇ ନେବେ। ହେଲେ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବ ତ? ବିଲ୍‌କୁ ରାଜ୍ୟସଭାରେ ମାତ୍‌ ଦେବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସବୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି। କଂଗ୍ରେସ ମଧ୍ୟ […]

Read More Text.