Jajk.webp.webp

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍

Uncategorized

 

jajk

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବସରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବୁଥ, ପଂଚାୟତ ଓ ବ୍ଲକ ସ୍ତରରେ ଦଳ ଦୁର୍ବଳ।ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଜୟ କୁମାର। ଯେଉଁଠି ବ୍ଲକ ଓ ପଂଚାୟତ ସ୍ତରରେ କମିଟି ନାହିଁ, ତୁରନ୍ତ କମିଟି ଗଠନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଆସନ୍ତା ନିର୍ବାଚନରେ ୧-୩ ଅନୁପାତରେ ଲଢ଼ିବ କଂଗ୍ରେସ। ଜଣେ ଜଣେ ବିଧାୟକକୁ ଦିଆଯିବ ନିଜ ନିର୍ବାଚନମଣ୍ଡଳୀ ସହ ଆଉ ୩ ନିର୍ବାଚନୀ ମଣ୍ଡଳୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Created/ Edited / Updated by : Mrutyunjay Parija