Igphimanshulal

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସରକାରୀ ସ୍ତରରେ ପ୍ରକାଶିତ ନୂତନ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର କିଛି ଅଭିଜ୍ଞ ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି । ରାଜ୍ୟର ଦୁଇଟି ପ୍ରମୁଖ ତଦନ୍ତକାରୀ ସଂସ୍ଥା ଅର୍ଥନୈତିକ ଅପରାଧ ଶାଖା (EOW) ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ର ମୁଖ୍ୟ ଭାବେ […]

Read More Text.
Weather

୨୭ ଯାଏ ପ୍ରବଳ ବର୍ଷିବ : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର  : ସପ୍ତାହେ ପ୍ରବଳ ବର୍ଷିବ । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କାଲି ଏବଂ ୨୩ ତାରିଖ ଦୁଇ ଦିନ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୪ ତାରଖଠୁ ବଢ଼ିବ ବର୍ଷା । ୨୭ ତାରିଖ କେନ୍ଦୁଝର ଏବଂ […]

Read More Text.
Legendary Odia Playback Singer Pranab Patnaik Passes Away at 88 750x430

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାଁନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ ପାଇଥିଲେ । ପ୍ରଣବଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସୁନାମଧନ୍ୟ କଣ୍ଠଶିଳ୍ପୀ ଏବଂ ସଙ୍ଗୀତକାର ସେ ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ […]

Read More Text.
IMG 20260819 WA0080

ହୋ ଭାଷାର ଓରାଂଚିତି ଲିପିକୁ ଅଷ୍ଟମ ଅନୁସୂଚୀରେ ସାମିଲ ନେଇ ତିରିଂ-ରାଇରଙ୍ଗପୁରରୁ ଭୂବନେଶ୍ବରକୁ ପଦଯାତ୍ରା 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ସିମାନ୍ତ ତିରିଂ ଠାରେ ତିରିଂ ରୁ   ହୋଭାଷା ସଂଗ୍ରାମୀ ସାଥୀ ଭୂବନେଶ୍ବର ପଦ ଯାତ୍ରା କାର୍ଯ୍ୟକ୍ରମ କୁ  ସ୍ୱାଧୀନତା ଦିବସ ପରଦିନ ଠାରୁ  ସିମାନ୍ତ  ତିରିଂ ରୁ ଭୁବନେଶ୍ଵର ପଦଯାତ୍ରା ଶୁଭାରମ୍ଭ କରିଛନ୍ତି । ଆଦିବାସୀ ହୋ ଭାଷା ର ଯାଠାକୁ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମିତି ସଭ୍ଯା ଜେମାମଣି ସୁଣ୍ଡି, ଜିଲ୍ଲା ପରିଷଦ ସଭ୍ଯ ପରେଶ ମୁଣ୍ଡା, ସମିତି ସଭ୍ୟ ବାଣଜୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ […]

Read More Text.
IMG 20260820 WA0243

ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି”

ବାରିପଦା : ସରକାରୀ ଉଚ୍ଚ ବିଦ୍ୟାଳୟ, ରରୁଆଁରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ ହୋଇଯାଇଛି | ଏଥିରେ ରରୁଆଁ ବ୍ଲକର ୪୮ ଜଣ ପ୍ରାଥମିକ ବିଦ୍ୟାଳୟ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ଶିକ୍ଷକ-ପ୍ରଶିକ୍ଷକ ତଥା ଡାଏଟ-ସିଆରସିସି ସଂଯୋଗ ସହ-ସଂଯୋଜକ, ରରୁଆଁ ସଂଜୀବ କୁମାର […]

Read More Text.
IMG 20260820 WA0265

ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଜିଲ୍ଲାସ୍ତରୀୟ ମନିଟରିଂ, ଶିକ୍ଷାଦାନର ଗୁଣବତ୍ତା ଓ ସ୍ୱଚ୍ଛ ଶିକ୍ଷା ପରିବେଶ ଉପରେ ଗୁରୁତ୍ୱ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନର ଗୁଣବତ୍ତା, ଶିକ୍ଷା ପରିବେଶ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିର ସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଯୋଜନା) ଶ୍ରୀ ଶଶୀଧର ସିଂ ମିଳିତ ଭାବେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ମନିଟରିଂ କରିଥିଲେ । ଏହି କ୍ରମରେ ଜୟବିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୋଲଗାଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭାଲୁକିସ୍ଥିତ କେ.ସି. ଉଚ୍ଚ ବିଦ୍ୟାଳୟ, ଭାଲୁକି ସରକାରୀ ଉଚ୍ଚ […]

Read More Text.
IMG 20260820 WA0253

ବାରିପଦାରେ ଓରମାସ୍ ରାଖି ଷ୍ଟଲ୍ ଉଦ୍‌ଘାଟିତ

ହସ୍ତନିର୍ମିତ ପରିବେଶ ଅନୁକୂଳ ରାଖିକୁ ମିଳୁଛି ବ୍ୟାପକ ବଜାର ସୁଯୋଗ ବାରିପଦା, :  ବାରିପଦାସ୍ଥିତ ବୟନିକା ବିକ୍ରୟ ଷ୍ଟୋର ‘ମୟୂର ଶିଳ୍ପ’ ପରିସରରେ ଆଜି ‘ରାଖି ଷ୍ଟଲ୍–୨୦୨୬’ ଉଦ୍‌ଘାଟିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକ ଏହି ଷ୍ଟଲ୍‌ର ଉଦ୍‌ଘାଟନ କରିଥିଲେ । ମୟୂରଭଞ୍ଜର ସ୍ଥାନୀୟ କାରିଗରମାନଙ୍କ ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ରାଖିକୁ ବ୍ୟାପକ ବଜାର ସୁଯୋଗ ପ୍ରଦାନ ସହ ମହିଳା କାରିଗରମାନଙ୍କ ଜୀବିକା ଓ ଆୟ ବୃଦ୍ଧି ଦିଗରେ ଏହା ଏକ ଉଲ୍ଲେଖନୀୟ […]

Read More Text.
Deccanherald 2026 08 20 m56xql1p file7zingfiqho41k47nn9dd 1068x601

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ ଆଜୀବନ ସଜା କାଟୁଥିଲେ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୯୮୪ ଦଙ୍ଗା ସମ୍ପର୍କିତ ମାମଲାରେ ସଜ୍ଜନ କୁମାର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୮ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପାଞ୍ଚ ଜଣ ଶିଖଙ୍କ ହତ୍ୟା […]

Read More Text.
Lucknow

ପତ୍ନୀ ଓ ଭଉଣୀକୁ ହତ୍ୟା କରିବା ପରେ ନିଜ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ

ଲକ୍ଷ୍ନୌ : ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ସ୍ତ୍ରୀ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜ ଜୀବନକୁ ଶେଷ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଅଭିଯୁକ୍ତ ମାନସ ବାଜପେୟୀ, ସ୍ତ୍ରୀ ଦିବ୍ୟା ମିଶ୍ର ଏବଂ ଭଉଣୀ ଶିବା ବାଜପେୟୀ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଶେଷ କରିଥିବା ଜଣାପଡ଼ିଛି । ମାନସ ଗୋମତୀ ନଗରସ୍ଥିତ […]

Read More Text.
Cancer vaccine

କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା

ନୂଆଦିଲ୍ଲୀ : କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା । ମଡେର୍ଣ୍ଣା ଏବଂ ମର୍କ କମ୍ପାନୀର କ୍ୟାନସର ଟିକା ‘ଇନଟିସମେରାନ୍’  ଏକ ଐତିହାସିକ ଶେଷ ପର୍ଯ୍ୟାୟ ବା ଫେଜ୍-୩ କ୍ଲିନିକାଲ୍ ପରୀକ୍ଷାରେ ସଫଳତା ପାଇଛି । ଏହି ବଡ଼ ସଫଳତା ଯୋଗୁଁ ବିଶ୍ୱର ପ୍ରଥମ ବ୍ୟକ୍ତିଗତ ମେସେଞ୍ଜର  mRNA କ୍ୟାନସର୍ ଟିକା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଅତି ନିକଟତର ହୋଇଛି । କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ । ସମସ୍ତଙ୍କ ପାଇଁ ସମାନ ଔଷଧ […]

Read More Text.