Images

ଆସିଲା ସୁପ୍ରିମ ରାୟ, ସନ୍ତାନଙ୍କୁ ସମ୍ପତ୍ତିରୁ ବେଦଖଲ କରିପାରିବେ ମାତାପିତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି । ବୟସ ବଢିବାର ଅର୍ଥ ନୁହେଁ ଯେ, ଅପମାନ ହେବା । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ସାରା ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଯଦି ବାପା-ମାଙ୍କ ସୁରକ୍ଷାରେ କିମ୍ବା ଭରଣପୋଷଣରେ କୌଣସି ସମସ୍ୟା ହୁଏ ତେବେ ସମ୍ପତ୍ତି ସନ୍ତାନମାନଙ୍କୁ ସେମାନଙ୍କ ସମ୍ପତ୍ତିରୁ ବାହାର କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ଟ୍ରାଇବ୍ୟୁନାଲ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । ରବିକାନ୍ତ ଗୁପ୍ତାଙ୍କ ଦ୍ବାରା ଦାଖଲ […]

Read More Text.
Principal

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରି ଭୁସି ହତ୍ୟା କଲା ଛାତ୍ର

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ୪୯ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀ ଅଗଷ୍ଟ ୧୧ରେ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ପୋଲିସ କହିବା ଅନୁଯାୟୀ, ଟଙ୍କା ପାଇଁ ଛାତ୍ର ଜଣକ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ରୂପା […]

Read More Text.
Dead Body Death 1068x712

ବିଲ ପାଣିରୁ ମୃତଦେହ ମିଳିବା ଘଟଣା: ମିଳିଲା ଯୁବକଙ୍କ କଟାମୁଣ୍ଡ, ବଳି ଦେଇଥିବା ଚର୍ଚ୍ଚା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ବିଲରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ନୂଆ ମୋଡ। ମୃତ ଯୁବକ ଜଣକ ବଗଡା ଗାଁର ସନ୍ତୋଷ ଖର୍ସେଲ (୪୦) ହୋଇଥିବା ବେଳେ ତାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି। ତାଙ୍କୁ ବଳି ଦେଇଥିବା ଚର୍ଚ୍ଚା ହେଉଛି। ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦିଆଯାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ସେହି ଗାଁର ଶତ୍ରୁଘ୍ନ ସାହୁଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ସନ୍ତୋଷ […]

Read More Text.
MKCG BB

ଦୁର୍ଘଟଣା ପରେ ଅନ୍ତନଳୀକୁ ଧରି ୨ କିମି ଚାଲିଲା ନାବାଳକ, ଅପରେସନ୍ ପରେ ପାଇଲା ନୂଆ ଜୀବନ

ବ୍ରହ୍ମପୁର : ୧୧ ବର୍ଷୀୟ ନାବାଳକର ସାହସକୁ ସଲାମ୍ । ସାହାସ କଲା ନୂଆ ଜୀବନ ପାଇଲା । ଦୁର୍ଘଟଣା ପରେ ନିଜ ପେଟର ଅନ୍ତନଳୀକୁ ସ୍କୁଲ ୟୁନିଫର୍ମରେ ଧରି ଦୀର୍ଘ ଦୁଇ କିଲୋମିଟର ଯାଇ ଘରେ ପହଞ୍ଚିଲା । ପରିବାର ଲୋକ ତୁରନ୍ତ ଡାକ୍ତରଖାନା ବାହାରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁକୁ ବାଇକରେ ୧୦ କିଲୋମିଟର ଧରି ବଡ଼ଗଡ଼ ମେଡ଼ିକାଲକୁ ନେଇଥିଲେ ପରିବାର […]

Read More Text.
Bbsr m

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୪୦୦ ଗାଡ଼ି ଜବତ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୩୫୪ ଗାଡ଼ି ଜବତ । ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସର ବଡ଼ ଆକ୍ସନ୍ । ରାତି ସାଢ଼େ ଗୋଟାଏ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଘଟଣାରେ ୩୫୪ଟି ଗାଡ଼ି ଜବତ କରିଛି ପୋଲିସ । ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି […]

Read More Text.
Dead Body Death 1068x712

ବିଲ ପାଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ବଲାଙ୍ଗିର: ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁମିଳିଥିଲା  ମୃତଦେହକୁ ଦେଓଗାଁ ପୁଲିସ ଜବତ କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ବଗଡ଼ା ତଥା ଦେଓଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତଦେହର ମୁଣ୍ଡ ନ ଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ବଗଡ଼ା ପାଣି ଟାଙ୍କି […]

Read More Text.
ECI voter list 1068x601

କଟିଲେ ୨୪.୩୩ ଲକ୍ଷ ଭୋଟର ! ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ ପର୍ଯ୍ୟାୟ ସହ ସମସ୍ତ ଦାବି ଓ ଆପତ୍ତିର ଅନ୍ତିମ ଫଇସଲା କରାଯିବ। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୬, ମେ’ ୧୫ ସୁଦ୍ଧା ରାଜ୍ୟର ମୋଟ ଭୋଟର୍‌ ସଂଖ୍ୟା ୩ କୋଟି ୩୪ […]

Read More Text.
Screenshot 2026 08 20 141832 750x421

ଗ୍ରାମବାସୀ ପାଇବେ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା। ପଞ୍ଚାୟତରାଜ ବିଭାଗରେ ହୋଇଛି SOP। ଏନେଇ ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ। ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ। ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ ବି ରହିବ। ଶ୍ମଶାନ, ଆଦର୍ଶ ହାଟ, ଗ୍ରାମୀଣ ପାର୍କ ଭଳି କାମ ହାତକୁ ନେବ ବିଭାଗ। ଆଦର୍ଶ ଖେଳ ପଡ଼ିଆ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର। […]

Read More Text.
IMG 20260819 WA0204

ବାରିପଦାରେ  ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ 

ବାରିପଦା : ମୟୁରଭଞ୍ଜ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର ଏସୋସିଏସନ (ଏମ ପି ଭି ଏ ) ଦ୍ୱାରା ଆଜି ବାରିପଦାଠାରେ  ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ ହୋଇଯାଇଛି l ବାରିପଦା ସ୍ଥିତ ମା ଅମ୍ବିକା ମନ୍ଦିର ପ୍ରାଙ୍ଗଣରୁ ଦିବା 10ଘଟିକା ସମୟରେ ଏକ ମଟର ସାଇକେଲ ଶୋଭା ଯାତ୍ରା ସହର ପରିକ୍ରମା କରିବାପରେ ସ୍ଥାନୀୟ  ଷ୍ଟେସନବଜାରସ୍ଥିତ ବିବାହ ମଣ୍ଡପଠାରେ ପହଞ୍ଚିଥିଲେ l ପ୍ରାୟ 70ରୁ ଉର୍ଦ୍ଧ ଫଟୋଗ୍ରାଫର ଓ ଭିଡିଓଗ୍ରାଫର ଙ୍କ ଉପସ୍ଥିତିରେ ଆୟୋଜିତ […]

Read More Text.
IMG 20260819 WA0197

ବସ୍ ଷ୍ଟାଣ୍ଡରେ ମହିଳାଙ୍କଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ 

ବାରିପଦା : ରାଇରଙ୍ଗପୁର ବସ୍ ଷ୍ଟାଣ୍ଡରେ ସୋମବାର ସକାଳ  ୬ ଟା ସମୟରେ ଏକ ବୟସ୍କ  ମହିଳାଙ୍କଠାରୁ ୩ ଲୁଟେରା ଜବରଦସ୍ତି ୩,୬୦୦ ଟଙ୍କା ଲୁଟ୍ ଅଭିଯୋଗରେ  ରାଇରଙ୍ଗପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯଶିପୁର ଥାନା ଅଞ୍ଚଳର ପାର୍ବତୀ ସାହୁ(୫୦) ଗତକାଲି ସକାଳେ କୌଣସି କାମରେ ରାଇରଙ୍ଗପୁର ଆସି ବସଷ୍ଟାଣ୍ଡ ରେ ଏକୁଟିଆ ଚା ପିଉଥିବା ସମୟରେ ୩ ଜଣ ଯୁବକ ତାଙ୍କଠାରୁ ଜବରଦସ୍ତି ୩୬୦୦ ଟଙ୍କା ଛଡେଇ ନେଇଥିଲେ । ୩ […]

Read More Text.