ସରକାରୀ ଚାକିରି କରାଇଦେବା ଆଳରେ ଦେଢ଼ କୋଟି ଟଙ୍କା ଠକେଇ, ଦମ୍ପତିଙ୍କ ସହ ୫ ଗିରଫ
ବ୍ରହ୍ମପୁର : ସରକାରୀ ଚାକିରି କରାଇଦେବା କହି ଦେଢ଼ କୋଟି ଟଙ୍କା ଠକେଇ । ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଲୁଟ । ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବୈଦ୍ୟନାଥ ଥାନା ପୋଲିସ ଜଗଦୀଶ ବେହେରା ଓ ତାଙ୍କର ୪ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେବା ପରେ ସେଥିରେ ବିଶ୍ୱାସ କରି ମନୋରଞ୍ଜନ ମହାନ୍ତି ନାମକ […]
Read More Text.