Puri murder

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !

ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ  । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ  ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା ରହିଥିଲେ । ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ମାରିଥିବା ବେଳେ ମାଆ ଜଣଙ୍କର ପତ୍ତା […]

Read More Text.
Medical

ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ ।  ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ।  ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ,  ବିଲରେ ଟ୍ରାକ୍ଟର ଯୋଗେ ହଳ  କରି ଫେରୁଥିବା  ସମୟରେ ଟ୍ରାକ୍ଟରର ରୋଟର  ମାଟି ତଳେ ଲିପ୍ଟ ଇରିଗେଶନ  ପମ୍ପକୁ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଦୁଇ ଯୁବକ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ […]

Read More Text.
Govt employee

ଲୋକଙ୍କ କାମ ନହେଲେ ସରକାରୀ ବାବୁ ଗଣିବେ ତଣ୍ଡ

ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶାରେ ସରକାରୀ ସେବା ପ୍ରଦାନରେ ବିଳମ୍ବ ରୋକିବାକୁ ଲାଗୁ ହେବ ଅଟୋ-ଅପିଲ୍ ସିଷ୍ଟମ୍ । ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟ,୨୦୧୨ ଅଧୀନରେ SOP ଜାରି କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜଣେ […]

Read More Text.
Vigilance v

ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗ

ଜଗତସିଂପୁର : ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ ଜଗତସିଂହପୁର ଜିଲ୍ଲାର ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ମାମଲାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ଏହି ତଲାସି କରାଯାଉଛି । […]

Read More Text.
Chennai rain 013218389 16x9

ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ବାଲେଶ୍ୱର: ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଜୁଲାଇ-ଅଗଷ୍ଟରେ ସର୍ବାଧିକ ୧୧୬୮.୬ ମିଲିମିଟର ବୃଷ୍ଟିପାତ। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ଋତୁରେ ଅଭୂତପୂର୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୦୦୮ରୁ ୨୦୨୬ ମଧ୍ୟରେ ଗତ ୧୯ ବର୍ଷର ଇତିହାସରେ ଜୁଲାଇ ଏବଂ ଅଗଷ୍ଟ ମାସର ସମୁଦାୟ ବୃଷ୍ଟିପାତ ତୁଳନାରେ ଚଳିତ ୨୦୨୬ ବର୍ଷରେ ସର୍ବାଧିକ ବର୍ଷା ହୋଇଛି । ବିଶେଷ କଥା ହେଉଛି, ଅଗଷ୍ଟ ମାସ ଶେଷ ହେବା ପୂର୍ବରୁ ଏହି ପରିମାଣ ୧୧୬୮.୬ ମିଲିମିଟରରେ […]

Read More Text.
IMG 20260822 WA0294

ପାଖଣାପାଟ ପୀଠରେ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

ବାରିପଦା : ମୟୂରଭଂଜ ଜିଲ୍ଲାର ଜାମଦା ବ୍ଳକର କଇଁପୁର‌ଗ୍ରାମ ନିକଟ  ପାଖଣାପାଟ ପର୍ବତ ଶିଖରରେ  ଶ୍ରୀ ଶ୍ରୀ ବାବା ନୃସିଂହନାଥ ଙ୍କ ପୂଜାର୍ଚାନା ଯଥା  ପ୍ରସିଦ୍ଧ  ଯାନ୍ତାଳ ମେଳା ଆସନ୍ତା ସେପ୍ଟେମ୍ବର ୨୨/୨୩/୨୪ ତାରିଖ ଦିନ ଅନୁଷ୍ଠିତ ହେବ ।ଏଥିପାଇଁ ଚଳିତ ବର୍ଷ ପାଇଁ ସ୍ଥାନୀୟ ଶ୍ରମିକ ଯୁବକ ସଂଘ ଆନୁକୁଲ୍ୟରେ ଏହି ଯାନ୍ତାଳ ମେଳା ପାଇଁ ସର୍ଵସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଛି ।ଏଥିରେ ନୂତନ ସଭାପତି ଭାବେ  ମନୋରଞ୍ଜନ ମଣ୍ଡଳ, ସଂପାଦକ କାର୍ତ୍ତିକ […]

Read More Text.
IMG 20260823 WA0207

ଜର୍ଜିଆଡି ୭-ଏ ସାଇଡ୍ ରଗବୀ ଟୁର୍ଣ୍ଣାମେଣ୍ଟରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀର ଐତିହାସିକ ବିଜୟ

ବାରିପଦା : କୋଲକାତା କ୍ରିକେଟ୍ ଆଣ୍ଡ୍ ଫୁଟବଲ୍ କ୍ଲବ୍, କୋଲକାତା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଷ୍ଠିତ ଜର୍ଜିଆଡି ୭-ଏ-ସାଇଡ୍ ରଗବୀ ଟୁର୍ଣ୍ଣାମେଣ୍ଟରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀର ମହିଳା ରଗବୀ ଦଳ ଜବରଦସ୍ତ ପ୍ରଦର୍ଶନ କରି କ୍ରମାଗତ ଦ୍ଵିତୀୟ ଥର ଚମ୍ପିୟାନ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ପୁରା ଟୁର୍ଣ୍ଣାମେଣ୍ଟରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଫାଇନାଲ ମ୍ୟାଚରେ ପଶ୍ଚିମବଙ୍ଗର ସରସ୍ବତୀପୁର ଦଳକୁ ୩୩-୦୦ ସ୍କୋରରେ ପରାସ୍ତ କରି ଚମ୍ପିୟାନ […]

Read More Text.
IMG 20260823 WA0199

ଏକଲବ୍ୟ ବିଦ୍ୟାଳୟରେ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖା ଆନୁକୂଲ୍ୟରେ ସଚେତନା ଶିବିର

ବାରିପଦା – ତା :-୨୩/୦୮/ ବାରିପଦା ନିକଟସ୍ଥ କୁଳିଅଣା ବ୍ଲକ ଅନ୍ତର୍ଗତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସିଟିଜେନ୍ସ ହ୍ୟୁମାନ ରାଇଟସ କ୍ଲିନିକ, ବାରିପଦା ଶାଖା ଦ୍ୱାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀଶଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ଶିବିରରେ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ଓଡିଶାର କାର୍ଯ୍ୟଜାରୀ ସଚିବ ଓ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖାର ସଭାପତି  ସ୍ୱରୂପ କୁମାର ବଶାଙ୍କ ସମେତ ଦେବାଶିଷ ଦାସ, ଦିଲ୍ଲୀପ କୁମାର […]

Read More Text.
IMG 20260823 WA0194

ଏମ୍ ଏମ୍ ଡିଆର୍ ଆଇନ୍ ରଦ୍ଦ ଦାବିରେ ଇଣ୍ଡି ବ୍ଲକ୍ ମୟୂରଭଞ୍ଜ ପକ୍ଷରୁ ୨୫ରେ ପ୍ରତିରୋଧ ଦିବସ 

ବାରିପଦା : ଓଡ଼ିଶାର ସ୍ବାର୍ଥ ବିରୋଧୀ ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ଆଇନ୍ ( ଏମ୍ ଏମ୍ ଡି ଆର୍)-୨୦୨୬ ରଦ୍ଦ ଦାବିରେ ସମଗ୍ର ଓଡ଼ିଶାରେ ୨୫ ତାରିଖ ମଙ୍ଗଳବାର ପ୍ରତିରୋଧ ଦିବସ ପାଳନ କରିବାକୁ ରାଜ୍ୟ ଇଣ୍ଡି ବ୍ଲକ୍ ର ନିଷ୍ପତ୍ତି କ୍ରମେ, ଆଜି ଜିଲ୍ଲା କଂଗ୍ରେସ (ପୂର୍ବ) କାର୍ଯ୍ୟାଳୟ, ବାରିପଦା ଠାରେ ଇଣ୍ଡି ବ୍ଲକ୍, ମୟୂରଭଞ୍ଜର ସହଯୋଗୀ ଦଳ କଂଗ୍ରେସ, ସିପିଆଇ ଓ ସିପିଏମ ପକ୍ଷରୁ ମିଳିତ ବୈଠକ […]

Read More Text.
IMG 20260823 WA0197

ସେପ୍ଟେମ୍ବର ୬ରେ କଳା ଦିବସ ପାଳନ କରିବ କୁଡୁମୀ ସେନା

ବାରିପଦା : କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଙ୍କ ନେତୃତ୍ୱରେ ବିଗତ ଅନେକ ଦିନରୁ  କୁଡୁମୀ ସେନା ପକ୍ଷରୁ ଆନ୍ଦୋଳନ ଜାରି ରହିଛି।ଏହି କ୍ରମରେ ଜୈମୁନି କୁମାର ମହାନ୍ତ ଙ୍କ ଆହ୍ବାନ କ୍ରମେ ଆସନ୍ତା ସେପ୍ଟେମ୍ବର ୬ ତାରିଖ କୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କଳା ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଠାରେ ସ୍ମରଣଯୋଗ୍ୟ […]

Read More Text.