Delhi crime

ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ହତ୍ୟା

ବାଂଲାଦେଶ: ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେମାନଙ୍କୁ ହତ୍ୟା କରାଯାଇଛି ପ୍ରାରମ୍ଭିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । ସୂଚନା ଅନୁଯାୟୀ, ଘରଟି କିଛି ସମୟ ପାଇଁ ବନ୍ଦ ଥିଲା । କିଛି ସମୟ ପରେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ […]

Read More Text.
Images

ଦିଲ୍ଲୀରେ H1N1ର ଆତଙ୍କ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍‌ଫ୍ଲୁଏଞ୍ଜା-A ମାମଲା ମଧ୍ୟ ୨,୩୦୦ରୁ ଅଧିକ ରହିଛି । ବଢୁଥିବା ଏହି ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, H1N1ର ସାଧାରଣ […]

Read More Text.
23bbs 55 23082026 112 2026 08 23 19 33

ପିଏନ୍‌ଜି ସଂଯୋଗ ତ୍ବରାନ୍ବିତ କରିବା ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଲୋକଙ୍କୁ ଏଲପିଜି ପରିବର୍ତ୍ତେ ପାଇପ୍‌ ଜରିଆରେ ଯେଭଳି ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ସେଥିପାଇଁ ପିଏନ୍‌ଜି ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଗ୍ୟାସ ବିତରକ ଓ ତୈଳ ବିପଣନ କମ୍ପାନିଗୁଡ଼ିକ ମଧ୍ୟରେ ସମନ୍ବୟ ସ୍ଥାପନ ପାଇଁ ଜିଲ୍ଲାସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଛି। ପିଏନ୍‌ଜି ସଂଯୋଗ ନେବାରେ ବିଫଳ ହେଉଥିବା ପରିବାରଗୁଡ଼ିକୁ ଏଲ୍‌ପିଜି ନଯୋଗାଇବା ଦିଗରେ ସେମାନେ ସହାୟକ ହେବେ। ଚଳିତମାସ ୨୧ […]

Read More Text.
Minor v

କରେଣ୍ଟ ଲାଗି ନାବାଳକ ମୃତ, ବିଜ୍ଞାନ ପ୍ରକଳ୍ପ ତିଆରି ବେଳେ ଅଘଟଣ

ବ୍ରହ୍ମପୁର : ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାସୀ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପକ୍ଷୀରାଜ ସାହିର  । ନାବାଳକ ଶ୍ରେଣୀରେ ପାଠ ପଢୁଥିଲେ। ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ ସାଇନ୍ସ ପୋଜେକ୍ଟ କରୁଥିଲେ ଆଉ ସେଥିରେ ବିଦ୍ୟୁତ ସାହାଯ୍ୟରେ ପରୀକ୍ଷା ନିରୀକ୍ଷା କରୁଥବା ବେଳେ ହଠାତ ବିଦ୍ୟୁତ ଆଘାତରେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ତେବେ ପରିବାର ଲୋକ ନାବାଳକକୁ ତୁରନ୍ତ ଏକ ଅଟୋ ଯୋଗେ […]

Read More Text.
Low pressure

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ପୂର୍ବାନୁମାନ କକରିଛି ପାଣି ପାଗ ବିଭାଗ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳରେ ଘଣ୍ଟା ପ୍ରତି ୪୦–୫୦ କିମି ବେଗରେ ପବନ, ଝଟକା ସମୟରେ ୬୦ କିମି […]

Read More Text.
Ship

ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ, ୨୪ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର

ଭୁବନେଶ୍ୱର : ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ ।  ପାରାଦୀପ ଠାରୁ ୨୦୦ ନଟିକାଲ ମାଇଲ୍ ଦୂର ସମୁଦ୍ରରେ ଅଘଟଣ ।  ପାନାମା ପତାକାବାହୀ ମାଲବାହୀ ଜାହାଜ ବୁଡ଼ିଥିବା ଜଣାପଡ଼ିଛି ।  ପାରାଦୀପରୁ ସିଙ୍ଗାପୁର ଯାଉଥିବା ପାନାମା ପତାକାବାହୀ ଜାହାଜ ବୁଡ଼ିଥିବା ରିପୋର୍ଟ ହୋଇଛି ।  ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ […]

Read More Text.
Untitled 1 copy

ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି ସାଲେପୁରରେ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଉଦ୍‌ଘାଟିତ

ସାଲେପୁର : ସାଲେପୁର ଅଞ୍ଚଳରେ ସାହିତ୍ୟ, ସଂସ୍କୃତି ତଥା ଜ୍ଞାନ-ବିଜ୍ଞାନର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ନୂତନ ଅନୁଷ୍ଠାନ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଆତ୍ମପ୍ରକାଶ କରିଛି। ସାଲେପୁର ବ୍ଲକ୍ ଅନ୍ତର୍ଗତ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଂସଦ ଗଠିତ ହୋଇଛି। ବିଶିଷ୍ଟ ଔପନ୍ୟାସିକ, ଜ୍ଞାନପୀଠ ପୁରସ୍କାର ବିଜେତା ତଥା ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଏବଂ ପିକୋଳ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସବ୍‌-ରେଜିଷ୍ଟ୍ରାର ଗୋପୀନାଥ ମହାନ୍ତିଙ୍କ ପବିତ୍ର ତିରୋଧାନ ଦିବସ ଅବସରରେ […]

Read More Text.
HQVU1vGaYAArZrz 1068x625

ବିଜେପିର ନୂଆ ଟିମ୍‌ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ଥନ; ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ […]

Read More Text.
Jharakhand

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୩ ଇଞ୍ଜିନିୟରଙ୍କ ମୃତ୍ୟୁ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଢ ଜିଲ୍ଲାର ବରକାକାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବରକାକାନା ହେହଲସ୍ଥିତ ମା ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡରେ ଟର୍ବାଇନ୍ ବିସ୍ଫୋରଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ୩ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ଏବଂ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଓ ଧୂଆଁର ଆସ୍ତରଣ ଖେଳିଯାଇଥିଲା । ଘଟଣା ସମୟରେ […]

Read More Text.
Screenshot 2026 08 22

ବୌଦ୍ଧ ମଠ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ସକାଳ ପ୍ରାୟ ୯ଟା ସମୟରେ (ସ୍ଥାନୀୟ ସମୟ) ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡାଲେଠାରୁ ପ୍ରାୟ ୭୫ କିଲୋମିଟର ପଶ୍ଚିମରେ ଅବସ୍ଥିତ ମ୍ୟାଉଙ୍ଗ୍ ଟାଉନ୍‌ସିପ୍‌ର(Myaung Township) ସ୍ୱେଲ୍ ଲେ […]

Read More Text.