ବନ୍ଧା ହେଲା ବିଭିନ୍ନ ହାଇକୋର୍ଟକୁ ବୋମା ଧମକ ଦେଉଥିବା ମୁଖ୍ୟ ଅଭିଯୁକ୍ତ
ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା ଅଭିଯୋଗରେ ଗିରଫ । ଅଭିଯୁକ୍ତଙ୍କୁ ଧରିବା ପାଇଁ କର୍ଣ୍ଣାଟକରେ ପ୍ରାୟ ଦୁଇ ସପ୍ତାହ ଧରି ନିରନ୍ତର ଅଭିଯାନ ଚଳାଇଥିଲା ଦିଲ୍ଲୀ ପୋଲିସ୍ । ମହୀଶୁର ବୃନ୍ଦାବନ ଲେଆଉଟରେ ଥିବା ତାଙ୍କ ଘର ଉପରେ ଚଢାଉ କରାଯାଇ […]
Read More Text.