Alu

କଟକ ଦହିବରା ଆଳୁଦମକୁ ମିଳିବ ଜିଆଇ ଟ୍ୟାଗ !

State

କଟକ: କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ବିଧାନସଭାରେ ପ୍ରଶ୍ନ କଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରୋଦସ ।  କଟକର ଦହିବରା ଆଳୁଦମ ବେଶ୍ ପ୍ରସିଦ୍ଧ ।  ଏହାର୍ ସ୍ଵାଦ ମଧ୍ୟ କାହାକୁ ଅଜଣା ଅଛପା ନୁହେଁ ।  ଏଥିପାଇଁ କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ଦେବାକୁ ପଦକ୍ଷେପ ନେବା ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।  ସରକାର ଏ ପ୍ରସଙ୍ଗରେ ନେଇଥିବା ପଦକ୍ଷେପ ଉପରେ ବିଧାୟିକା ମଧ୍ୟ ସନ୍ତୋଷବ୍ୟକ୍ତ କରିଛନ୍ତି ।