Whatsapp Image 2024 07 26 At 11.01.40 Pm

ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ

State

ବାରିପଦା: ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେବିଦ୍ୟାଳୟସ୍ତରୀୟଶିକ୍ଷାସପ୍ତାହ ପାଳନର ୫ମ ଦିବସ ଅବସରରେ ଦକ୍ଷତା ଓ ଡିଜିଟାଲପ୍ରୋତ୍ସାହନ ଦିବସବିଦ୍ୟାଳୟର ପ୍ରଧାନ ଶିକ୍ଷକବାସନ୍ତୀଟୁଡୁଙ୍କ ଦିଗ୍‌ଦର୍ଶନରେ ପାଳିତହୋଇଯାଇଛି । କେସନାଲଇନ୍‌ଚାର୍ଜଲକ୍ଷ୍ମୀନାରାୟଣମହାନ୍ତ ଏହିକାର୍ଯ୍ୟକ୍ରମକୁସଂଯୋଜନାକରିଥିଲେ । ପିଲାମାନଙ୍କମଧ୍ୟରେବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେସାଇ ପ୍ରସନ୍ନ ଦତ ପ୍ରଥମ, ଲାବ୍ୟାନ ଦଳେଇ ଦ୍ୱିତୀୟ ଓ ଲଳିତକୁମାର ନାୟକତୃତୀୟସ୍ଥାନ ଅଧିକାର କରି ପ୍ରଧାନ ଶିକ୍ଷକଙ୍କଠାରୁ ପୁରସ୍କାରଗ୍ରହଣକରିଥିଲେ । ଆଇଟି ଶିକ୍ଷକଜଗନ୍ନାଥ ସୁତାରବୃତି ଚୟନ କ୍ଷେତ୍ରରେ ଦକ୍ଷତା ଓ ଡିଜିଟାଲଶିକ୍ଷାରଭୂମିକାସମ୍ପର୍କରେ ଆଲୋକପାତ କରିଥିବାବେଳେ ଅଟୋମଟିଭ ଶିକ୍ଷକ ଦିଗବଜୟମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।