Img 20240714 Wa0233

ଚିନ୍ମୟ ମିଶନ ଆନୁକୂଲ୍ୟରେ ରଥଯାତ୍ରା ଓ ଗୁରୁପୂର୍ଣ୍ଣିମା ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

State

ବାରିପଦା: ବାରିପଦା ଚିନ୍ମୟ ଆନୁକୂଲ୍ୟରେ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଏକ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି l ବାରିପଦା ବିଧାୟକ ପ୍ରକାଶ ସୋରେନ, ଅବସରପ୍ରାପ୍ତ ନର୍ସିଂ ନିର୍ଦେଶକ ଡା ପ୍ରାଣକୃଷ୍ଣ ବେହେରା, ଅବସରପ୍ରାପ୍ତ ଆୟାକର ଅଧିକାରୀ ତପନ ପଟ୍ଟନାୟକ, ଶକୁନ୍ତଳା ପାଲ,ପ୍ରଦୀପ ମହାନ୍ତି, ସାମ୍ବାଦିକ ସଞ୍ଜୟ ଚୌଧୁରୀ ଦୀପ ପ୍ରଜ୍ଜଳନ କରି ଶିବିର ଉଦଘାଟନ କରିଥିଲେ l
ସଭାପତି ବିଜୟ ଲେଙ୍କା ଅତିଥି ପରିଚୟ କରିଥିଲେ l
ଉକ୍ତ ଶିବିରରେ ସମାଜସେବୀ ନିରୋଜ ପୁଥାଳ, ଆମର ସେଠୀ,ଆଶିଷ କୁମାର ବସା, ପ୍ରଦୀପ ଭଞ୍ଜ, ଭାନୁମିତ୍ର ଆଚାର୍ଯ୍ୟ, ବିବେକାନନ୍ଦ ଦାସ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଶିକ୍ଷାବିତ ବୀଣା ଦାଶ, ହୃଦାନନ୍ଦ ଆଚାର୍ଯ୍ୟ, କବିତା ଦାଶ, ଗିରିଜାଶଙ୍କର ମହାନ୍ତି, ଡା ସୁନନ୍ଦନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ଶିବିର ସଂଯୋଜକ ସତ୍ୟବ୍ରତ ମହାନ୍ତି, ବିଷ୍ଣୁପଦ ବେରା, ହେମନ୍ତ ମହାକୁଡ଼, ଦେବକିଶୋର ମହାକୁଡ଼,ଋତୁପର୍ଣ୍ଣା ଘଡେଇ, ସାହିଲ ନାୟକ, ହିମାଂଶୁ ଶେଖର ପାଣି, ସେକ ସାହିରଉଦ୍ଦିନ, ସେକ ରିଜୁଉଦ୍ଦିନ, ଶ୍ୟାମଳୀ ଦେ, କଲ୍ୟାଣୀ ଆଚାର୍ଯ୍ୟ, ରାଜେଶ ଦାଶ, ମନରଞ୍ଜନ ସୋ, ରଞ୍ଜନ କୁମାର ମୁଖି, ବାବୁଲାଲ ଗିରି, ସ୍ନେହ ଲତା ବସା, ଶସ୍ମିତା ବସା, ସୁନ୍ଦର ସିଂ, ପ୍ରମୋଦ କୁମାର ବେହେରା, ଜ୍ୟୋତିପ୍ରଭା ମହାନ୍ତି,ଭାବାତୋଷ ଶେଜପଡା, ପ୍ରଭାତ ସାହୁ, ସଂଜୁ ନାଥ, ଅରୁଣ ଗଛାୟତ, ଚନ୍ଦନ ଦାଶ, ସନ୍ଧ୍ୟାରାଣୀ ମାଝୀ, ସଂଜିତ କୁମାର ଦାଶ, ଗୀତାରାଣୀ ତ୍ରିପାଠୀ, ହିମାଂଶୁ ମହାକୁଡଙ୍କ ସମେତ 48 ଜଣ ରକ୍ତଦାନ କରିଥିଲେ l

ହିମାଦ୍ରୀତନୟା ଚୌଧୁରୀ,ସୁରେଶ୍ୱରୀ ମହାନ୍ତି, ସମ୍ପଦ ଦାସ,ସବ୍ୟସଚୀ ପଲେଇ, କ୍ରିଷ୍ଣା ଘୋଷ, ଜୟନ୍ତୀ ଲେଙ୍କା, ଇନ୍ଦିରା ଜେନା, ପଙ୍କଜିନୀ ଦାଶ, କୁମାରୀ ସ୍ବର୍ଣ୍ଣପ୍ରଭା ସମେତ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନେ ଶିବିର ପରିଚାଳନା କରିଥିଲେ l
ଚିନ୍ମୟ ମିଶନ ବାରିପଦାର ସମ୍ପାଦକ ଅଜିତ ବେହେରା ସମସ୍ତଙ୍କ ରକ୍ତଦାତା ଓ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ କରିଥିଲେ l