Ojee 1 750x430

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

State

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ’ରେ ହୋଇଥିଲା ପରୀକ୍ଷା । ଏଥିରେ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ରେଜିଷ୍ଟ୍ରେସନ କରିଥିବା ବେଳେ ୫୬ ହଜାର ୪୭ ଜଣ ପରୀକ୍ଷା ଦେଇଥିଲେ । ଯେଁଉଥିରୁ ୫୬ ହଜାର ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୨୩ ଟି ବିଭାଗରେ ୨୩ ଜଣ ଟପର ହୋଇଛନ୍ତି । www.ojee.nic.in/ www.odishajee.comରେ ଦେଖିପାରିବେ । ଓଜେଇଇର ଅଧ୍ଯକ୍ଷ ଦେବବ୍ରତ ଶତପଥୀ ଏହି ସୂଚନା ଦେଇଛନ୍ତି ।