Onn 3

ଭଞ୍ଜସେନା ନୂତନ କର୍ମକର୍ତ୍ତା ମନୋନୀତ, ପୂର୍ବ ଜିଲ୍ଲା ଯୁବ ଶାଖା ଓ ବାରିପଦା ଉପଖଣ୍ଡ ଗଠିତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବ ଛାତ୍ର ସଂଗଠନ “ଭଞ୍ଜସେନା” ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଆଜି ଜିଲ୍ଲା ଯୁବ ଶାଖା ଓ ବାରିପଦା ଉପଖଣ୍ଡ ଶାଖାର ପୂର୍ବ କମିଟୀ ଭଙ୍ଗ କରି ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ରଙ୍କୁ ବାଦ ଦେଇ ଏକ ନୂତନ ଜିଲ୍ଲା ଯୁବ ଶାଖା ଷ୍ଟିୟରିଙ୍ଗ କମିଟୀ ସଦସ୍ୟ ମାନଙ୍କ ନାମ ଘୋଷଣା କରିଛନ୍ତି |
ଜିଲ୍ଲା ଯୁବ ଶାଖା ଷ୍ଟିୟରିଙ୍ଗ କମିଟୀ ସଦସ୍ୟ;
୧) ସତ୍ୟରଞ୍ଜନ ଘଡେଇ
୨) ଏମଡି ରାଜା
୩) ଭାଗବତ ହେମ୍ବ୍ରମ
୪) ଲଲାଟ କେଶରୀ ରାଉତ
୫) ସଂଜୀବ ଗିରି

ବାରିପଦା ଉପଖଣ୍ଡର କର୍ମକର୍ତ୍ତା ଭାବେ
୧) ବାରିପଦା ଉପଖଣ୍ଡ ସଭାପତି -ଜ୍ୟୋତିରଞ୍ଜନ ପୃଷ୍ଟି
୨) ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ -ମନୋରଞ୍ଜନ ବାରିକ, ପ୍ରମୁଖ ଙ୍କୁ ମନୋନୀତ କରିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |