Car 3 1

କାର୍ ଭିତରୁ ୩୦ ଲକ୍ଷ ଜବତ

Crime State

ମାଲକାନଗିରି : କାର୍ ଭିତରୁ ୩୦ ଲକ୍ଷ ଟଙ୍କା ଜବତ । ମାଲକାନଗିରି ଛତିଶଗଡ଼ ସୀମାରୁ ୩୦ ଲକ୍ଷ ଟଙ୍କା ଜବତ ହୋଇଛି । ଛତିଶଗଡ଼ରୁ ଆସୁଥିବାବେଳେ ଚାଲାଣଗୁଡ଼ାରୁ କାର୍ ସହ ଟଙ୍କା ଜବତ କରାଯାଇଛି । ଛତିଶଗଡ଼ରୁ ମାଲକାନଗିରି ଆସୁଥିଲା ଟଙ୍କା । କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରକୁ ପଚରା ଉଚରା କରୁଛି ପୋଲିସ । ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇପାରୁନଥିବାରୁ ଏତେ ପରିମାଣରେ ଟଙ୍କା କେଉଁଠାରୁ ଆସିଲା ସେ ନେଇ ଅଧିକ ଯାଞ୍ଚ କରୁଛି ପୋଲିସ।