Rteq

ଭଞ୍ଜସେନା ମହିଳା ଶାଖାର ନୂତନ କର୍ମକର୍ତ୍ତା ମନୋନୀତ

State
ବାରିପଦା : ମୟୁରଭଞ୍ଜର ଅଗ୍ରଣୀ ତଥା ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ଆଜି ସଂଗଠନ ମହିଳା ଶାଖାର ଜିଲ୍ଲା ସାଧାରଣ ସମ୍ପାଦିକା ଭାବେ ଫୁଟବଲ ଖେଳର ମହିଳା ଭାଷ୍ୟକାର  ସୁଭଦ୍ରା ହେମ୍ବ୍ରମ ଏବଂ ବାରିପଦା ସହର ମହିଳା ଶାଖା ସଭାନେତ୍ରୀ ଭାବେ ରୁପାଲୀ ରୂପନୀତା ବେହେରା ଙ୍କୁ ମନୋନୀତ କରାଯାଇଛି ବୋଲି ଜିଲ୍ଲା ମହିଳା ଶାଖା ସଭାନେତ୍ରୀ କନିକା ବୋଷ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |