Schollarship 1

ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଗଲା ସ୍କଲାରସିପ ଟଙ୍କା

State

ସମ୍ବଲପୁର  : ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଗଲା ସ୍କଲାରସିପ ଟଙ୍କା । ଆଜି ସମ୍ବଲପୁର ଗସ୍ତରେ ଆସି ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆ ଓ ଛାତ୍ରବୃତ୍ତିର ଶୁଭାରମ୍ଭ କରିଛନ୍ତି l ବୃତ୍ତି ବାବଦରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଏହାସହ ଖୁବଶୀଘ୍ର ଛାତ୍ର ଛାତ୍ରୀ ମାନଙ୍କୁ ନବୀନ ମ୍ୟାଜିକ କାର୍ଡ ପ୍ରଦାନ କରାଯିବ l ଯେଉଁଥିରେ ଛାତ୍ରଛାତ୍ରୀମାନେ ରିହାତିରେ ବସ ରେ ଯିବା ଆସିବା କରି ପାରିବେ l ଏହାସହ ନେଟ ମଧ୍ୟ ଆକସେସ କରିପାରିବେ ବୋଲି 5T ଟି ଅଧ୍ୟକ୍ଷ କହିଛନ୍ତି l