Photo For The News Of Smrutee Sabha

ବନ୍ତ ବ୍ଲକ ପୂର୍ବତନ ସଭାପତିଙ୍କ ସ୍ମୃତିଚାରଣ ସଭା

State

ଆଗରପଡ଼ା :ବନ୍ତ ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ତଥା ଛୟାଳସିଂ ପଂଚଞ୍ଚାୟତ ପୂର୍ବତନ ସରପଂଚଞ୍ଚସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତଙ୍କ ସପ୍ତମ ଶ୍ରାଦ୍ଧାବାର୍ଷିକୀ ମଙ୍ଗୁଲି ଗ୍ରାମରେ ପାଳିତ ହୋଇଯାଇଛି । ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ପ୍ରାକ୍ତନ ବିଧାୟକ ପଂଚଞ୍ଚାନନ ମଣ୍ଡଳ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା,ନିରଞ୍ଜନ ମଲ୍ଲିକ, ପ୍ରଦ୍ୟୁମ୍ନ ଦାସ, ସୁରେନ୍ଦ୍ର ଜେନା,ଗୋଲକ ଘଡ଼ାଇ,କୈାଳସ ରାଉତ,ଜଗନ୍ନାଥ ପରିଡ଼ା,ବୃନ୍ଦାବନ ଗିରି,ଦୁସ୍ମନ୍ତ ଯେନା, ସୁଦାମ ଖଣ୍ଡା,କାଶିନାଥ ରାଉତ,ରବିନ୍ଦ୍ର ପରିଡ଼ା,ବାସୁଦେବ ନାୟକ, ରବିନ୍ଦ୍ର ରାଉତ,ପ୍ରତାପ ପରିଡ଼ା,ବିଷ୍ଣୁ ଘଡ଼ାଇ,ସତ୍ୟପ୍ରକାଶ ରଶୁତ,ଅନିଲ ସେଠୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିଙ୍କ ଦ୍ୱାରା ପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରାଯିବା ସହ ବନ୍ତ ବ୍ଲକ କଂଗ୍ରେସ ଦଳ ପାଇଁ ସ୍ୱର୍ଗତ ରାଉତ ଜଣେ ଦୃଢ଼ ସଂଗଠନ ଁଥିଲେ ଏବଂ ତାଙ୍କ ଅବଦାନ ଦଳ ପାଇଁ ବହୁ ଅତୁଳନୀୟ ବୋଲି ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରି ଥିଲେ ।