Img 20240210 Wa0224

ASO ପଦବୀ ରେ ନିଯୁକ୍ତି ପାଇଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ଜାଗୃତି ସାହୁ

State

ବାରିପଦା: ଗତ 9.02.2024 ତାରିଖରେ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 716 ଜଣ ଆସିସଷ୍ଟାଣ୍ଡ୍ ସେକସନ ଅଫିସର (A S O) ଙ୍କୁ ନିୟୁକ୍ତି ପ୍ରଦାନ କରିଥିଲେ I
ଏହି ASO ପରୀକ୍ଷାରେ ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ପଞ୍ଚାୟତ ସମିତି ଅଧିନରେ ସାନକେରକୋ ଗ୍ରାମର ଶ୍ରୀ ଚନ୍ଦନ କୁମାର ସାହୁ ଓ ଜୟନ୍ତୀ ସାହୁ ଙ୍କ କନ୍ୟା JAGRUTI SAHU ସାରା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମୟୁରଭଞ୍ଜ ଜିଲ୍ଲା କୁ ଗୌରବନ୍ୱିତ କରିପାରିଛନ୍ତି I
ଏଥିପାଇଁ ତାଙ୍କୁ ଓ ତାଙ୍କ ପରିବାର କୁ ବନ୍ଧୁ ଓ ପ୍ରଶଂଶକ ମନେ ଶୁଭେଚ୍ଛା ଜଣାଇଛନ୍ତି I