Photo For The News Of Arpan

ବନ୍ତ ବ୍ଲକ ଶ୍ରଦ୍ଧାଳୁଙ୍କ ଅର୍ପଣର ଶୀମନ୍ଦିର ଯାତ୍ରା

State

ଆଗରପଡ଼ା :ରାକ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ପ୍ରତି ଜିଲ୍ଲାରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଥିଲା । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଳା ବନ୍ତ ବ୍ଲକରେ ଉକ୍ତ ରଥର ଶୁଭାରମ୍ଭ ଗତ ଜାନୁଆରୀ ମାସ ୭ ତାରିଖରେ ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ହୋଇଥିଲା । ପରେ ଉକ୍ତ ରଥ ପଂଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରିଥିଲା । ସବିଶେଷ ସୂଚନା ଅନୁଯାୟୀ ବ୍ଲକର ୨୫ଟି ପଂଚାୟତ ଯଥା ;ଆଡ଼ିଆରୁ ଅରୁଆ ଚାଉଳ ୧ କ୍ୱିଣ୍ଟାଲ ୫୨କେ.ଜି, ଅକ୍ଷତ ଗୁଆ ୧ କେ.ଜି ୯୫୦ ଗ୍ରାମ ଓ ନଡ଼ିଆ ୬୭ଗୋଟି, ଅଣିଜୋରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୧୦କେ.ଜି, ଅକ୍ଷତ ଗୁଆ ୧ କେ.ଜି ୭୦୦ ଗ୍ରାମ ଓ ନଡ଼ିଆ ୫୬ଗୋଟି,ଚାରିଗାଁରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୮୦କେ.ଜି, ଅକ୍ଷତ ଗୁଆ ୧ କେ.ଜି ଓ ନଡ଼ିଆ ୫୬ଗୋଟି, ବଡ଼ମହିଁଷଗୋଠରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୫୦କେ.ଜି, ଅକ୍ଷତ ଗୁଆ ୧ କେ.ଜି ୨୦୦ଗ୍ରାମ ଓ ନଡ଼ିଆ ୬୭ଗୋଟି, ବସନ୍ତିଆରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୫୭କେ.ଜି, ଅକ୍ଷତ ଗୁଆ ୧ କେ.ଜି ୭୦୦ଗ୍ରାମ ଓ ନଡ଼ିଆ ୭୮ଗୋଟି, ବନ୍ତରୁ ଅରୁଆ ଚାଉଳ ୩କ୍ୱିଣ୍ଟାଲ ୫୨କେ.ଜି, ଅକ୍ଷତ ଗୁଆ ୨ କେ.ଜି ୮୦୦ଗ୍ରାମ ଓ ନଡ଼ିଆ ୪୧ଗୋଟି, ଛୟାଳସିଂରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୦୮କେ.ଜି, ଅକ୍ଷତ ଗୁଆ ୧ କେ.ଜି ୨୫୦ ଗ୍ରାମ ଓ ନଡ଼ିଆ ୫୬ଗୋଟି, ଗଣିଜାଙ୍ଗରୁ ଅରୁଆ ଚାଉଳ ୩କ୍ୱିଣ୍ଟାଲ ୯୨କେ.ଜି, ଅକ୍ଷତ ଗୁଆ ୨ କେ.ଜି ଓ ନଡ଼ିଆ ୬୨ ଗୋଟି, ଗୋପିନାଥପୁରରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୮୧କେ.ଜି, ଅକ୍ଷତ ଗୁଆ ୧ କେ.ଜି ୪୦୦ ଗ୍ରାମଓ ନଡ଼ିଆ ୬୨ ଗୋଟି, ଗୋବିନ୍ଦପୁରରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୪୪କେ.ଜି, ଅକ୍ଷତ ଗୁଆ୨ କେ.ଜି ଓ ନଡ଼ିଆ ୫୬ଗୋଟି, କାଦବରାଙ୍ଗରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୨୫କେ.ଜି, ଅକ୍ଷତ ଗୁଆ ୦ କେ.ଜି ୪୦୦ ଗ୍ରାମ ଓ ନଡ଼ିଆ ୩୮ଗୋଟି, ବଡ଼ବର୍ଚ୍ଚିକୟାଁରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୫୯କେ.ଜି, ଅକ୍ଷତ ଗୁଆ ୧ କେ.ଜି ଓ ନଡ଼ିଆ ୩୦ଗୋଟି, କେନ୍ଦୁଆପଦାରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୯୮କେ.ଜି, ଅକ୍ଷତ ଗୁଆ ୨ କେ.ଜି ଓ ନଡ଼ିଆ ୭୧ଗୋଟି, ମହାନ୍ତିପଡ଼ାରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୨୪କେ.ଜି, ଅକ୍ଷତ ଗୁଆ୦ କେ.ଜି ୫୦୦ ଗ୍ରାମ ଓ ନଡ଼ିଆ ୪୧ ଗୋଟି, ନିଳକରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୧୨ କେ.ଜି, ଅକ୍ଷତ ଗୁଆ ୧ କେ.ଜି ୫୦୦ ଗ୍ରାମ ଓ ନଡ଼ିଆ ୭୬ ଗୋଟି, ଓଡ଼ଙ୍ଗରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୮୩ କେ.ଜି, ଅକ୍ଷତ ଗୁଆ ୦ କେ.ଜି ୫୦୦ ଗ୍ରାମ ଓ ନଡ଼ିଆ ୭୧ ଗୋଟି, ପଧାନପଡ଼ାରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୨୦କେ.ଜି, ଅକ୍ଷତ ଗୁଆ ୧ କେ.ଜି ୨୦୦ ଗ୍ରାମ ଓ ନଡ଼ିଆ ୪୪ଗୋଟି, ପୁରୁଷଣ୍ଢରୁ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୮୬କେ.ଜି, ଅକ୍ଷତ ଗୁଆ ୧ କେ.ଜି ୩୦୦ ଗ୍ରାମ ଓ ନଡ଼ିଆ ୪୧ ଗୋଟି, ବିଟିପୁରରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୮୪କେ.ଜି, ଅକ୍ଷତ ଗୁଆ ୧ କେ.ଜି ୩୦୦ ଗ୍ରାମ ଓ ନଡ଼ିଆ ୭୨ ଗୋଟି, ରାମଚନ୍ଦ୍ରପୁରରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୧୬ କେ.ଜି, ଅକ୍ଷତ ଗୁଆ ୧ କେ.ଜି ୨୦୦ ଗ୍ରାମ ଓ ନଡ଼ିଆ ୬୮ ଗୋଟି, ରାମକଅଷ୍ଣପୁରରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୨୮କେ.ଜି, ଅକ୍ଷତ ଗୁଆ ୦ କେ.ଜି ୫୦୦ ଗ୍ରାମ ଓ ନଡ଼ିଆ ୩୩ ଗୋଟି, ରାମପୁରରୁ ଅରୁଆ ଚାଉଳ ୨କ୍ୱିଣ୍ଟାଲ ୮୫କେ.ଜି, ଅକ୍ଷତ ଗୁଆ ୦ କେ.ଜି ୭୦୦ ଗ୍ରାମ ଓ ନଡ଼ିଆ ୬୭ ଗୋଟି, ଷେଣ୍ଢତିରାରୁ ଅରୁଆ ଚାଉଳ ୩କ୍ୱିଣ୍ଟାଲ ୬୨ କେ.ଜି, ଅକ୍ଷତ ଗୁଆ ୩ କେ.ଜି ୪୦୦ ଗ୍ରାମ ଓ ନଡ଼ିଆ ୩୦୧ଗୋଟି, ଟିଲୋରୁ ଅରୁଆ ଚାଉଳ ୩କ୍ୱିଣ୍ଟାଲ ୬୦ କେ.ଜି, ଅକ୍ଷତ ଗୁଆ ୨ କେ.ଜି ୫୦୦ ଗ୍ରାମ ଓ ନଡ଼ିଆ ୮୪ ଗୋଟି, ତୋଡ଼ଗାଁରୁ ଅରୁଆ ଚାଉଳ ୩କ୍ୱିଣ୍ଟାଲ ୨୫ କେ.ଜି, ଅକ୍ଷତ ଗୁଆ ୧ କେ.ଜି ଓ ନଡ଼ିଆ ୯୫ଗୋଟି ଏହିପରି ସମୁଦାୟ ବ୍ଲକରୁ ଅରୁଆ ଚାଉଳ ୫୯କ୍ୱିଣ୍ଟାଲ ୮୩କେ.ଜି, ଅକ୍ଷତ ଗୁଆ ୩୬ କେ.ଜି ଓ ୧୭୩୩ ଗୋଟି ନଡ଼ିଆ ସଂଗୃହିତ ହୋଇଛି । ଉପରୁକ୍ତ ସୂଚନା ଅନୁଯାୟୀ; ଷେଣ୍ଢତିରା ପଂଚାୟତରୁ ସର୍ବଧିକ ଅରୁଆ ଚାଉଳ, ଅକ୍ଷତ ଗୁଆ ଓ ନଡ଼ିଆ ସଂଗୃହିତ ହୋଇଥିବା ବେଳେ ପଧାନପଡ଼ା ପଂଚାୟତରୁ ସର୍ବନିମ୍ନ ଅରୁଆ ଚାଉଳ ୧କ୍ୱିଣ୍ଟାଲ ୨୦କେ.ଜି ଓ କାଦବରାଙ୍ଗ ପଂଚାୟତରୁ ଅକ୍ଷତ ଗୁଆ ୪୦୦ ଗ୍ରାମ ଏବଂ ବଡ଼ବର୍ଚ୍ଚିକୟାଁ ରୁ ୩୦ ଗୋଟି ନଡ଼ିଆ ସଂଗୃହିତ ହୋଇଛି । ସେହିପରି ବ୍ଲକରୁ ୧ଲକ୍ଷ ୭୭ ହଜାର ଅର୍ଥରାଶି ଦାନ ସ୍ୱରୂପ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ସଂଗୃହିତ ଅର୍ଥ ରାଶି, ଅରୁଆ ଚାଉଳ, ଅକ୍ଷତ ଗୁଆ ଓ ନଡ଼ିଆକୁ ନେଇ ୧୦ତାରିଖ ବ୍ଲକ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରାଯାଇଥିବା ଜଣାପଡ଼ିଛି ।