Onn 3

ଘର ଆଗରେ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

Crime State

 

car-2-1

ଭୁବନେଶ୍ୱର  : ଗାଡି ଜାଳିଦେଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୨ରେ ଏକ ଘର ଆଗରେ ଥିବା ଗାଡିକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଗାଡି ମାଲିକ । ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ । ସର୍ଟ ସର୍କିଟ ଯୋଗୁ ଗାଡିରେ ନିଆଁ ଲାଗିଥିବା ପୋଲିସ୍ ସନ୍ଦେହ କରୁଛି ।