Onn 3

ବାନା ବିକ୍ରିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମାଡପିଟ

State

ImgResizer_20240130_1853_33453

ପୁରୀ : ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକଙ୍କ ମଧ୍ୟରେ ଘଟିଛି ଏହି ଗଣ୍ଡଗୋଳ । ଚୁନରା ସେବକଙ୍କ ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା । ପୋଲିସ ତଦନ୍ତ ଜାରି ରହିଛି ।