Onn 3

ବିଜେପି ପକ୍ଷରୁ ବନ୍ଧୁ ମିଳନ

Politics State

ଆଗରପଡ଼ା :ବିଜେପି ପକ୍ଷରୁ ଆଗରପଡ଼ା ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସଙ୍ଗଠନ ମହାମନ୍ତ୍ରୀ ପଂଚାନନ ରାଉତ,ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ,ସାଧାରଣ ସଂପାଦକ ଅମୁଲ୍ୟରତ୍ନ ନନ୍ଦ,ପୂର୍ବତନ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ପ୍ରଫୁଲ୍ଲ ସିଂହ,ପୂର୍ବତନ ଜିଲ୍ଲା ଉପସଭାପତି ସୁଧାକର ଧଳ,ଲମ୍ବୋଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।