Onn 3

ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ

State

high-court

କଟକ : ମେସିନ ଦ୍ଵାରା ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଇଛି । ଗତ ଡିସେମ୍ବର ୨୧ରେ ଖଣି ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି। ଏଥିରେ ଆବଶ୍ୟକତା ଅନୁଯାୟୀ ମେସିନ ଦ୍ଵାରା ବାଲି ଉଠାଣ ଅନୁମତି ଦିଆଯାଇଥିଲା । ଏହି ବିଜ୍ଞପ୍ତିକୁ ହାଇକୋର୍ଟରେ ହୋଇଥିଲା ଚାଲେଞ୍ଜ । ଫେବ୍ରୁଆରୀ ୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।