Band

73 ବ୍ୟାଚ୍ ର ବନ୍ଧୁ ମିଳନ

State

ବାରିପଦା: ଏକ ଲମ୍ବା ସମୟ ଆରମ୍ଭ ହୋଇଥିଲା ଆମେ 73 ବ୍ୟାଚ୍ ର କିଛି ବନ୍ଧୁ ମାନଙ୍କୁ ନେଇ ବନ୍ଧୁ ମିଳନର ଆସର I 73 ବ୍ୟାଚ୍ ର ବନ୍ଧୁ ମାନେ ଆଜି ବୟସର ପାହାଚ ର ଶେଷ ପାହାଚରେ ପହଁଞ୍ଚିବା କୁ ଯାଉଥିଲା ବେଳେ ,ସେଇ ଉନ୍ମାଦନା, ସେଇ ପାଗଳପନ ,ଦୁଷ୍ଟମୀ ସବୁ କିଛି……ମନେ ପଡି ଯାଉଚି ବନ୍ଧୁ ମିଳନ ଆସରରେ I 2024 କୁ ଆମନ୍ତ୍ରଣ ଜଣେଇ ସମସ୍ତଙ୍କର ମଙ୍ଗଳ କାମନା କରି ଆମେ 73 ବାରିପଦା ସ୍ଥିତ ଫରେଷ୍ଟ ଆଇ ବି ରେ ପାଳନ କରିଥିଲେ ବନ୍ଧୁ ମିଳନର ଆସର ଏହି ବନ୍ଧୁ ମିଳନ ର ସଫଳତା ପଛରେ ରଜତ ମହାନ୍ତି, ରବି ନାରାୟଣ ଚାଉ ପଟ୍ଟନାୟକ,କ୍ଷୀରଦ ସେଠି, ବୈଦନାଥ ରଥ, ନାରାୟଣ ସିଂହ ବାବୁ, ବିଜଯ ସିଂହ,ଅଂଶୁମାନ ଦାଶ ଙ୍କ ର ଏବଂ ଅନ୍ୟ ବନ୍ଧୁ ମାନଙ୍କ ର ସହଯୋଗ ରହିଥିଲା |