Biswanath Pandit Janma Barsiki Divas

ସ୍ବର୍ଗତଃ ବିଶ୍ବନାଥ ପଣ୍ଡିତଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଦିବସ ପାଳୀତ

State

ବାରିପଦା ଓଡିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲ୍ଲା ବାରିପଦ। ଶାଖା ଆନୁକୂଲ୍ୟରେ ସ୍ବର୍ଗତଃ ବିଶ୍ବନାଥ ପଣ୍ଡିତଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଦିବସ ସମ୍ପାଦକ ଶ୍ରୀ ଶୂଶିଲ କୂମାର ସାହୁଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଘର ଉପସଭାପତି ଶ୍ରୀ ଶ୍ଯାମ ସୁନ୍ଦର ଦେଓ ଓ ସହ ସମ୍ପାଦକ ଶ୍ରୀ ଦିଲ୍ଲୀପ ମିଶ୍ର , କୋଷାଧ୍ଯକ୍ଷ ଶ୍ରୀ ସୁବଧ କୁମାର ଜେନା ମେଡିକାଲ କଲେଜର ସମ୍ପାଦକ ଶ୍ରୀ ମହେନ୍ଦ୍ର ପଲେଇ ଏବଂ ସଭ୍ଯ ସଭ୍ଯା ସନ୍ତୋଷ ନାଏକ, ବିଶ୍ୱଶଙ୍କର କଲିଆ, କମଳିନି ରାଉତ, ସ୍ନେହଲତା ରାଉତ , ପମା’ ସରେନ , ରବିନ୍ଦ୍ର ଦାଶ, ପଭାସ ଦେ , ଅଜନ୍ତା ସାଠିଆ ସୂଚିସ୍ମିତା ମହାକୂଡ, ପ୍ରଜ୍ଞା ସାମନ୍ତ ରାୟ ପ୍ରମୁଖ ସ୍ପର୍ଗତଃ ପଣ୍ଡିତଙ୍କ ଜନ୍ମ ବାର୍ଷିକୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।