Onn 3

ଆମେ ୮୮ ର ବନ୍ଧୁମିଳନ

State

ବାରିପଦା: ଆମେ ୮୮ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସବୁବର୍ଷ ଭଳି ଏବର୍ଷ ମଧ୍ୟ ବିପୁଳ ଉତ୍ସାହ ଉଦ୍ଦୀପନା ସ୍ଥାନୀୟ ଦି ରେନ ହୋଟେଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ ଜନହିତକର ପଦକ୍ଷେପ ବିଷୟରେ ବନ୍ଧୁମିଳନ ରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବିତ କୁମାର ବସା, କମଲ ବସା, ରୂପକ ମହାନ୍ତି, ସଞ୍ଜୟ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ମହେନ୍ଦ୍ର ରାଉତ, ଶିଶିର ରଣା, ସ୍ଵରୂପ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଅମିତାଭ ମିଶ୍ର ସ୍ଵାଗତ ଭାଷଣ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।