Onn 3

୧୪ଟି ବୁଲେଟ ସମେତ ୨୩ଟି ଗାଡି ଜବତ, ୩ ଲୁଟେରା ଗିରଫ

Crime State

 

bullet

ଭୁବନେଶ୍ୱର: ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ। ୩ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍ । ସେମାନଙ୍କ ନିକଟରୁ ୧୪ଟି ବୁଲେଟ ସମେତ ୨୩ଟି ବାଇକ ଜବତ ହୋଇଛି। ଗିରଫ ଲୁଟେରା ନୟାଗଡ଼ ଅଞ୍ଚଳର । ସେମାନଙ୍କ ଙ୍କ ଟାର୍ଗେଟରେ ଥିଲା ଦାମୀ ବାଇକ। ଓଡ଼ିଶା ସମେତ ଆନ୍ଧ୍ରର ବିଭିନ୍ନ ଥାନାରେ ସେମାନଙ୍କ ନାଁରେ ମାମଲା ରହିଛି।