Onn 3

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି

State

ବାରିପଦା: ଆଜି ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଲୁପୁଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ତାଙ୍କରି ପରିଦର୍ଶନ ସମୟରେ କେତେକ ବିଦ୍ୟାଳୟଗୁଡିକ କୌଣସି ଛୁଟି ଏବଂ ବିଦ୍ୟାଳୟ ଛୁଟି ହେବାର ସମୟ ନ ହୋଇଥିବା ସତ୍ତେ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାର ଦେଖିବାକୁ ମିଳିଥିଲା l ଏମିତିକି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ | ଏହାର କଣ ସେହି ବିଦ୍ୟାଳୟ କାର୍ଯ୍ୟରତ କର୍ମଚାରୀଙ୍କ ମନୋମାନି ନା ଆଉ କଣ ? ଏଥି ପାଇଁ କିଏ ଦାୟୀ କିଏ ବୋଲି ତିରିଂ ଅଧ୍ୟକ୍ଷ ଶ୍ରୀ ସାମାଡ଼ ପ୍ରଶ୍ନ କରିଛନ୍ତି lଆଜି ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଲୁପୁଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l

ତାଙ୍କରି ପରିଦର୍ଶନ ସମୟରେ କେତେକ ବିଦ୍ୟାଳୟଗୁଡିକ କୌଣସି ଛୁଟି ଏବଂ ବିଦ୍ୟାଳୟ ଛୁଟି ହେବାର ସମୟ ନ ହୋଇଥିବା ସତ୍ତେ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାର ଦେଖିବାକୁ ମିଳିଥିଲା l ଏମିତିକି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ | ଏହାର କଣ ସେହି ବିଦ୍ୟାଳୟ କାର୍ଯ୍ୟରତ କର୍ମଚାରୀଙ୍କ ମନୋମାନି ନା ଆଉ କଣ ? ଏଥି ପାଇଁ କିଏ ଦାୟୀ କିଏ ବୋଲି ତିରିଂ ଅଧ୍ୟକ୍ଷ ଶ୍ରୀ ସାମାଡ଼ ପ୍ରଶ୍ନ କରିଛନ୍ତି l